ଦେଖନ୍ତୁ ଭିଡିଓ: ଜାହ୍ନବୀ କପୁରଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ ଫ୍ୟାନ୍, ହେଲେ ଫୋନ୍ ଛଡ଼ାଇ ନେଲେ ମ୍ୟାନେଜର
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ରୁହୀ’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଫିଲ୍ମ ପ୍ରମୋଶନ କରୁଥିବାର ନଜର ଆସୁଛନ୍ତି। ଜାହ୍ନବୀ ସହର ବାହାରେ ଯାଇ ଏଥର ଜନ୍ମଦିନ ପାଳିଥିଲେ। ପରେ ତାଙ୍କୁ ଏୟାରପୋର୍ଟରେ ସ୍ପଟ୍…