Below header

ବାରିପଦା : ୮୬୪ଗ୍ରାମର ଗଞ୍ଜେଇ ସହ ବେପାରୀ ଗିରଫ

ବାରିପଦା (କେନ୍ୟୁଜ୍) : ଟାଉନ ଥାନା ଅଧିନ ସୁନଗଡ଼ିଆ ଅଞ୍ଚଳରୁ ଜଣେ ଗଞ୍ଜେଇ ବେପାରୀ ଗିରଫ । ତାଙ୍କଠାରୁ ୮୬୪ଗ୍ରାମର ଗଞ୍ଜେଇ ସହ ଏକ ଭଙ୍ଗା ବନ୍ଧୁକ ଜବତ କରିଛି ବାରିପଦା ଟାଉନଥାନା ପୋଲିସ । ୩୧୦/୧୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.