ମୁମ୍ବାଇ : ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ବଲିଉଡ ଅଭିନେତ୍ରୀ କାଜଲ। ପ୍ରାୟ ଦୁଇ ଦଶକ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ୍ କରୁଛନ୍ତି। ମାତ୍ର ବାସ୍ତବରେ ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ବୋଲି କହିଛନ୍ତି କାଜଲ। ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ବଲିଉଡ ଅଭିନେତ୍ରୀ କାଜଲ। ପ୍ରାୟ ଦୁଇ ଦଶକ ହେବ ସେ ଅଭିନୟ କରିବା ପାଇଁ ମିଳୁଥିବା ପାରିଶ୍ରମିକ ବହୁତ କମ୍ ବୋଲି କାଜଲ ଭାବୁଥିଲେ। ସେ କହିଛନ୍ତି, ଛୋଟବେଳେ ମୋ ମା’ ଦିନ ରାତି ସୁଟିଂରେ ବ୍ୟସ୍ତ ରହୁଥିଲେ। ମାତ୍ର ତାଙ୍କୁ ଏଥିପାଇଁ ଯଥେଷ୍ଟ ପାରିଶ୍ରମିକ ମିଳୁନଥିଲା ବୋଲି ମୋତେ ଲାଗୁଥିଲା। ମୁଁ ଚାହୁଁଥିଲି ମା’ ଏମିତି କାମ କରନ୍ତୁ, ଯେଉଁଥିରେ ମାସ ଶେଷକୁ ତାଙ୍କୁ ଚେକ୍ ମିଳୁଥିବ।
ଏବେ ହେଲିକ୍ୟାପ୍ଟର ଇଲା ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି କାଜଲ। ଫିଲ୍ମରେ ସେ ଜଣେ ମର୍ଡନ ମା’ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି। ଏହା ସହ ଫିଲ୍ମରେ ୯୦ଦଶକର ସୁପରହିଟ୍ ଗୀତ ରୁକ୍ ରୁକ୍ ସଙ୍ଗକୁ ରିକ୍ରିଏଟ କରାଯାଇଛି। ଯେଉଁଥିରେ କାଜଲଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି।
ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…
ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…
ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…