ମନୋରଂଜନ

ପୁଣି ମୁମ୍ବାଇ ଫେରିଲେ କଙ୍ଗନା, ଓ୍ଵାଇ ସିକ୍ୟୁରିଟି ମଧ୍ୟରେ ତାଙ୍କ ଏଣ୍ଟ୍ରି ଦେଖି ଫ୍ୟାନ୍‌ ଦେଲେ ଏମିତି ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

ପୁଣିଥରେ ମୁମ୍ବାଇ ଫେରିଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାଓ୍ଵତ୍‌। କଙ୍ଗନାଙ୍କୁ ବେଶ୍‌ କୁଲ୍‌ ଲୁକ୍‌ରେ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଏକା ନଥିଲେ। ତାଙ୍କ ଚାରିପଟେ ସିକ୍ୟୁରିଟି ମଧ୍ୟ ଥିଲା। ନୂଆ ବର୍ଷ ପୂର୍ବରୁ ମୁମ୍ବାଇ ଫେରିଥିବା କଙ୍ଗନାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ୍‌ କରୁଛନ୍ତି।

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ‘ଓହୋ, ଏତେ ଅଧିକ ସିକ୍ୟୁରିଟି, ୟୁଏସ୍‌ର ପ୍ରେସିଡେଣ୍ଟ ନା କ’ଣ? କାହାକୁ ବି ଫରକ ପଡ଼ୁନି ବୁଝିଲେ?’ ଏହାର ଜବାବରେ ଆଉ ଜଣେ ୟୁଜର ଲେଖିଛନ୍ତି- ‘ହା ହା ସେଥିପାଇଁ କମେଣ୍ଟ କରୁଛ।’ ଆଉ ଜଣେ ୟୁଜର କହିଛନ୍ତି- ‘ଆରେ ୟାର ୟାଙ୍କ ଉପରେ ଏତେ ଫୋକସ୍‌ କରୁଛ, ସେଠି ଆମ କୃଷକ କାନ୍ଦୁଛନ୍ତି।’

ଦେଖନ୍ତୁ ଭିଡିଓ:

ସୂଚନାଯୋଗ୍ୟ ଯେ କଙ୍ଗନା ରାଣାଓ୍ଵତ୍‌ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥିଲେ। ସେତେବେଳେ ସେ ମହାରାଷ୍ଟ୍ର ସରକାରଙ୍କ ଉପରେ ବହୁତ କିଛି କହିଥିଲେ। ଏହା ପରେ ବିଏମ୍‌ସି କଙ୍ଗନାଙ୍କ ଅଫିସକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲା। ଏହି ମାମଲାକୁ କଙ୍ଗନା ହାଇକୋର୍ଟ ଯାଏଁ ନେଇଥିଲେ। ସେଠାରେ କୋର୍ଟ କଙ୍ଗନାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ତା’ପରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କୁ କ୍ଷତିପୂରଣ ମଧ୍ୟ ଦେଇଥିଲେ। ଏହା ପରେ କୃଷକଙ୍କ ଆନ୍ଦୋଳନ ଉପରେ ମଧ୍ୟ କଙ୍ଗନା ବେଶ୍‌ ବିବାଦୀୟ ବୟାନ ଦେଇଥିଲେ। ତା’ପରଠୁ ତାଙ୍କୁ ସବୁଆଡୁ ୟୁଜରମାନେ ଟ୍ରୋଲ୍‌ କରୁଛନ୍ତି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago