ଲାଇଫ୍ ଷ୍ଟାଇଲ୍

ଏହି ୪ ରାଶିର ପୁଅଙ୍କୁ ପାଇବା ପାଇଁ ପାଗଳ ହୁଅନ୍ତି ଝିଅ, ଦେଖନ୍ତୁ ଆପଣ ଏଥିରେ ଅଛନ୍ତି କି ସାମିଲ୍

ପୁଅ ହୁଅନ୍ତୁ ବା ଝିଅ, ସମସ୍ତେ ନିଜ ପାର୍ଟନରଙ୍କୁ ନେଇ ଅଲଗା ଅଲଗା ପସନ୍ଦ ରଖିଥାନ୍ତି। କିଏ ରୋମାଣ୍ଟିକ ପାର୍ଟନର ଚାହାଁନ୍ତି ତ ଆଉ କିଏ କେୟାରିଙ୍ଗ। କିନ୍ତୁ କାହାକୁ ବି ନିଜ ଲାଇଫ୍ ପାର୍ଟନର ବାଛିବା ବେଳେ ତାଙ୍କ ନେଚର ବିଷୟରେ ଜଣାନଥାଏ, ତେଣୁ ଜାଣିବାକୁ କିଛି ସମୟ ଲାଗିଥାଏ।

ଅଧିକାଂଶ ଝିଅ ନିଜ ପାର୍ଟନରଙ୍କ ଠାରେ ଏପରି ସ୍ୱଭାବ ଦେଖନ୍ତି ଯେଉଁମାନେ ତାଙ୍କ ହୃଦୟରେ ଘର କରିନିଅନ୍ତି। ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶି ବିଷୟରେ ଜଣାଇବୁ ଯେଉଁ ରାଶି ପ୍ରତି ବହୁତ ଜଲଦି ଆକର୍ଷିତ ହୋଇଯା’ନ୍ତି ଝିଅମାନେ। ତାହେଲେ ଆସନ୍ତୁ ଜାଣିବା।

ମିଥୁନ ରାଶି

ଏହି ରାଶିର ପୁଅ ସମସ୍ତଙ୍କୁ ନିଜ ବ୍ୟକ୍ତିତ୍ୱରେ ଆକର୍ଷିତ କରିନିଅନ୍ତି। ଏମାନଙ୍କ ନରମ ସ୍ୱଭାବକୁ ଦେଖି ଝିଅମାନେ ମଧ୍ୟ ବହୁତ ଜଲଦି ପ୍ରଭାବିତ ହୋଇଯାନ୍ତି। କାହିଁକିନା ଏମାନଙ୍କର ଝିଅଙ୍କ ସହିତ କଥା ହେବା ଶୈଳୀ ଏବଂ ଅନ୍ଦାଜ୍ ବହୁତ ଅଲଗା ହୋଇଥାଏ।

ସିଂହ ରାଶି

ଏହି ରାଶିର ଲୋକେ ବହୁତ ସିଧା ଆଉ ସରଳ ହୋଇଥାନ୍ତି। ଏମାନଙ୍କ ଏହି ଖାସିୟତ୍ ହିଁ ଝିଅମାନଙ୍କୁ ନିଜ ଦିଓ୍ଵାନା ବନାଇଦିଏ। ଏହି ରାଶିର ପୁଅ ବହୁତ ରୋମାଣ୍ଟିକ ହୋଇଥାନ୍ତି, ଏଥିପାଇଁ ଏମାନେ ଝିଅମାନଙ୍କୁ ନିଜର କରିଦିଅନ୍ତି।

ତୁଳା ରାଶି

ଏହି ରାଶିର ପୁଅ ଟିକେ ରହସ୍ୟମୟ ହୋଇଥାନ୍ତି। ଏମାନେ ପ୍ରଥମ ଥର କାହା ସହିତ କଥା ହେବା ସମୟରେ ବହୁତ ଲାଜ କରିଥାନ୍ତି। କିନ୍ତୁ ବହୁତ ଜଲଦି ସମସ୍ତଙ୍କ ସହିତ ମିଶିଯାନ୍ତି। ନିଜ କଥା ମାଧ୍ୟମରେ ସମସ୍ତଙ୍କୁ ନିଜର କରିନିଅନ୍ତି। ଏହି ଗୁଣ ପାଇଁ ଝିଅମାନେ ଏମାନଙ୍କ ପ୍ରତି ସହଜରେ ଆଟ୍ରାକ୍ଟ ହୋଇଯାନ୍ତି।

ମକର

ମକର ରାଶିର ପୁଅ ବହୁତ ଷ୍ଟାଇଲିସ୍ ହୋଇଥାନ୍ତି। ଏମାନଙ୍କ ପର୍ସନାଲିଟୀ ଦ୍ୱାରା ଝିଆମାନେ ଜଲଦି ଆକର୍ଷିତ ହୋଇଯାନ୍ତି। ଯଦି ଏମାନଙ୍କ ଭାବନା ବିଷୟରେ କହିବା ତାହେଲେ ଏମାନେ ବହୁତ ଆକ୍ଟିଭ୍ ଏବଂ ସ୍ମାର୍ଟ ହୋଇଥାନ୍ତି। ଯେଉଁ କାରଣରୁ ଝିଅମାନେ ଏମାନଙ୍କ ପ୍ରତି ପାଗଳି ହୋଇଯା’ନ୍ତି ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

19 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago