ବାପା ବନିଗଲେ କମେଡିଆନ କପିଲ ଶର୍ମା । କପିଲଙ୍କ ପତ୍ନୀ ଗିନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କପିଲ ନିଜେ ଟ୍ଵିଟ୍ କରି ଏହି ଖବର ଜଣାଇଛନ୍ତି। କପିଲ ଟ୍ଵିଟ୍ରେ ଲେଖିଛନ୍ତି ‘ ମେଁ ପାପା ବନ୍ ଗୈୟା’। କପିଲ ଝିଅ ହେଇଥିବାରୁ ବହୁତ ଖୁସି ସହିତ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। କପିଲଙ୍କ ଏହି ଟ୍ଵିଟ୍ରେ ସମସ୍ତେ କପିଲଙ୍କ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।
କପିଲ ଏବଂ ଗିନି ପରସ୍ପରକୁ କଲେଜ ଦିନରୁ ଜାଣିଥିଲେ। ଦୁହେଁ ଗତବର୍ଷ ଡିସେମ୍ବର ୧୨ ତାରିଖରେ ବିବାହ କରିଥିଲେ। କପିଲ ବିବାହ ବାର୍ଷିକୀ ପୂର୍ବରୁ ହିଁ ବାପା ହୋଇଗଲେ। ସୂଚନାଯୋଗ୍ୟ, ଗିନି ଗର୍ଭବତୀ ଥିବା ସମୟରେ କପିଲ ତାଙ୍କର ବହୁତ ଧ୍ୟାନ ରଖିବା ସହିତ ଯତ୍ନ ମଧ୍ୟ ନେଇଥିଲେ। କପିଲ ବେବିମୁନ ପାଇଁ କାନାଡା ମଧ୍ୟ ଯାଇଥିଲେ। ସେଠାରେ ସେ ଗିନିଙ୍କ ସହିତ କିଛି ରୋମାଣ୍ଟିକ ସମୟ ମଧ୍ୟ ଅତିବାହିତ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…