ମନୋରଂଜନ

ସୀତା ଭୂମିକା ପାଇଁ କରୀନା କପୁର ଖାନ୍‌ ମାଗିଲେ ଏତିକି ଟଙ୍କା, ଶୁଣିବା ପରେ ପ୍ରଡ୍ୟୁସରଙ୍କ ଉଡ଼ିଗଲା ହୋସ

ନୂଆଦିଲ୍ଲୀ :  କୁହାଯାଏ ଅଭିନେତ୍ରୀମାନେ ବିବାହ କରିବା ପରେ ବଲିଉଡରେ ସେମାନଙ୍କର କ୍ରେଜ୍‌ କମିଯାଏ । ଫଳରେ ଏହା ତାଙ୍କର କ୍ୟାରିଅର ଉପରେ ପ୍ରଭାବ ପକାଏ । ହେଲେ ଏହା ଭୁଲ ଭାବେ ପ୍ରମାଣିତ ହୋଇଛି ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ନିକଟରେ । କରୀନା କପୁର ଖାନ୍‌ କିଛି ବର୍ଷ ତଳେ ବିବାହ କରିଥିଲେ । ଏବେ ସେ ଦୁଇଟିର ସନ୍ତାନର ଜନନୀ । ହେଲେ ଏବେ ବି ତାଙ୍କ ପାଖରେ କାମର ଅଭାବ ନାହିଁ ।

କରୀନା ଏବେ ‘ବ ୀରେ ଦି େଓ୍ଵଡିଂ’ -୨ (Veere Di Wedding) ଓ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ନଜର ଆସିବେ । ଏହାଛଡ଼ା ରାମାୟଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ସୀତା’ରେ ମଧ୍ୟ ତାଙ୍କୁ ନେବାକୁ ପ୍ରଡ୍ୟୁସର ଚାହିଁଛନ୍ତି । ହେଲେ କରୀନାଙ୍କ ଡିମାଣ୍ଡ ଶୁଣି ପ୍ରଡ୍ୟୁସର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । କରୀନା ଏଥିପାଇଁ ୧୨ କୋଟି ଟଙ୍କା ମାଗିଥିବା ଶୁଣିବାକୁ ମିଳିଛି ।

ଏମିତିରେ ତ ଧାରାବାହିକ  ‘ସୀତା’ ପାଇଁ ବହୁ ଅଭିନେତ୍ରୀ ଲାଇନରେ ଅଛନ୍ତି । ତେବେ ଏଯାଏ କାହା ନାମ ଘୋଷଣା କରାଯାଇନାହିଁ । କରୀନା ମଧ୍ୟ ଏହି ଲାଇନରେ ଥିବା ଜଣାଯାଇଛି ।

Niharanjan

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 min ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

3 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

44 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

58 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago