ସୈଫ୍ ଅଲ୍ଳୀ ଖାନ୍ ଏବଂ କରୀନା କପୁରଙ୍କ ବିବାହକୁ ୭ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କର ଗୋଟିଏ ପୁଅ ସନ୍ତାନ ମଧ୍ୟ ରହିଛି। ବଲିଉଡ୍ର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରେ କରୀନା ଏବଂ ସୈଫଙ୍କ ନାଁ ମଧ୍ୟ ସସାମିଲ ରହିଛି। ଏକ ସାକ୍ଷାତକାର ମାଧ୍ୟମରେ କରୀନା କହିଛନ୍ତି ସୈଫ୍ ତାଙ୍କୁ ଦୁଇ ଥର ବିବାହ କରିବା ପାଇଁ ପ୍ରପୋଜ୍ କରିଥିଲେ କିନ୍ତୁ ସେ ଦୁଇ ଥର ହିଁ ତାଙ୍କ ପ୍ରପୋଜ୍ ରେ ମନା କରିଦେଇଥିବା ବେଳେ ତୃତୀୟ ଥର ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ।
ଏହାସହ ପଢନ୍ତୁ: Bigg Boss ହାଉସରେ ଅଚାନକ ରୋମାନ୍ସ କଲେ ସିର୍ଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ? ଘର ଲୋକଙ୍କ ସମେତ ଦର୍ଶକ ବି…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…