Categories: ମନୋରଂଜନ

ବହୁତ ସ୍ମାର୍ଟ ଅକ୍ଷୟ କୁମାର, ଗୋଟିଏ ମିନିଟରେ ଜାଣି ପାରିଲେ କରୀନା କପୁରଙ୍କ ଫୋନର ପାସୱାର୍ଡ

ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡୀ ଷ୍ଟାର ବୋଲି କୁହାଯାଏ। ନିଜର ସବୁ କୋ-ଷ୍ଟାର ମାନଙ୍କ ସହିତ ସେ ମସ୍ତି-ମଜାକ ଏବଂ ପ୍ରାଂକ୍ କରନ୍ତି। ଏମିତିରେ କରୀନା କପୁର ଖାନ କହିଛନ୍ତି ଯେ ନିକଟରେ ଅକ୍ଷୟ ଜାଣିପାରିଲେ ଯେ ତାଙ୍କ ଫୋନର ପାସୱାର୍ଡ କଣ ହୋଇପାରିଥାଏ। ଏତିକି ନୁହେଁ ଅକ୍ଷୟ କରୀନାଙ୍କ ଫୋନର ପାସୱାର୍ଡ ଖୋଲି ମଧ୍ୟ ଦେଲେ। କରିନା ଅରବାଜ ଖାନଙ୍କ ଚାଟ୍ ଶୋ ‘ପିଞ୍ଜ ବାୟ ଅରବାଜ ଖାନ’ରେ ପହଁଚିଥିଲେ।

ଅରବାଜ କରିନାଙ୍କୁ ପଚାରିଲେ ଆପଣଙ୍କ ଫୋନର ପାସୱାର୍ଡ କାହାକୁ ଜଣାଅଛି। ତେବେ ଏହି ପ୍ରଶ୍ନରେ କରୀନା ଉତ୍ତର ଦେଇ କହିଲେ ଆଜି ହିଁ ଅକ୍ଷୟ କୁମାର ଜାଣି ପାରିଲେ। କରୀନା ଅରବାଜଙ୍କୁ କହିଥିଲେ ଯେ ‘ଆମେ ମାନେ ସୁଟିଂ କରୁଥିଲୁ ସେତେବେଳେ ସେ ଫୋନ ଧରି ଫୋନର ପାସୱାର୍ଡ ଅନୁମାନ କରି ଖୋଲିବାକୁ ଲାଗିଲେ। ଅକ୍ଷୟ ଦ୍ବିତୀୟ ଥରରେ ପାସୱାର୍ଡ ଟ୍ରାଏ କରି ଫୋନକୁ ଖୋଲିଦେଲେ। କିନ୍ତୁ ଏବେ ମୁଁ ମୋ ପାସୱାର୍ଡ ଖୋଲିକି କହିପାରିବି ନାହିଁ କଣ ଥିଲା। ସେ ବହୁତ ସ୍ମାର୍ଟ ଅଟନ୍ତି ବିଶେଷା ଭାବରେ ନମ୍ବରକୁ ନେଇ ସେ ବହୁତ ଚତୁର ଅଟନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ କରୀନା ଅରବାଜଙ୍କ ଶୋ‘ରେ ଅତିଥି ହୋଇ ଆସିଥିଲେ। ଏହି ଅନଲାଇନ ଷ୍ଟ୍ରିମିଙ୍ଗ୍ ଚାଟ ଶୋ’ର ଫର୍ମାଟ ଅନ୍ୟ ଶୋ ଠାରୁ ଅଲଗା ଅଟେ।

Pritiparna

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

1 min ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago