Categories: ମନୋରଂଜନ

ପରିବାର ଲୋକଙ୍କ ସହ ନିଜର ୨୯ତମ ଜନ୍ମଦିନ ସେଲିବ୍ରେଟ୍‌ କଲେ କାର୍ତ୍ତିକ ଆର୍ୟନ

କାର୍ତ୍ତିକ ଆର୍ୟନ ଏହି କିଛି ଦିନ ହେବ ଫିଲ୍ମ ସୁଟିଂକୁ ନେଇ ଖବୁ ବ୍ୟସ୍ତ ରହିବା ସହ ନିଜ ପରିବାର ସହ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଆଜି କାର୍ତ୍ତିକ କେକ୍‌ କାଟି ନିଜର ୨୯ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ କାର୍ତ୍ତିକଙ୍କ ପରିବାର ଘରକୁ ମହମବତୀ, ବେଲୁନ ସହ କାର୍ତ୍ତିକଙ୍କର ଛୋଟ ବେଳର ଫଟୋ ଲଗାଇ ଖୁବ୍‌ ସୁନ୍ଦର ଭାବେ ସଜାଇଥିଲେ। ଏହି ମଧ୍ୟରାତ୍ରୀର ବର୍ଥଡେ ସେଲିବ୍ରେଟର ଫଟୋ ମଧ୍ୟ କାର୍ତ୍ତିକ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

କାର୍ତ୍ତିକ ଆର୍ୟନ ଗତ ୨୦୧୧ରେ ପ୍ୟାର କା ପଂଚନାମା ସହ ନିଜର ବଲିଉଡ ଡେବ୍ୟୁ କରିଥିଲେ। ଦୁଇଟି ଫିଲ୍ମ କରିବା ପରେ ଆକାଶ ବାଣୀ ଏବଂ କାଞ୍ଚି: ଦ ଅନବ୍ରିକେବଲ ଯେଉଁଥିରେ କାହାର ଧ୍ୟାନ ହଟିନଥିଲା। ଅଭିନେତା କାର୍ତ୍ତିକ ୨୦୧୫ରେ ନିଜର ପ୍ରଥମ ଫିଲ୍ମର ସିକ୍ୱଲରେ ପୁଣି ଥରେ ଦେଖାଯାଇଥିଲେ। ସୋନୁ କେ ଟୀଟୁ କି ସ୍ୱିଟୀ, ଯାହା ୨୦୧୮ରେ ସ୍କ୍ରିନ୍‌ ରେ ହିଟ୍‌ ହୋଇଥିଲା। ଆଗମୀ ଫିଲ୍ମରେ କାର୍ତ୍ତିକ ପଟନୀ ଏବଂ ଅନନ୍ୟା ପାର୍ଡେ ଏବଂ ଭୂମି ପେଡନେକରଙ୍କ ସହ ନଜର ଆସିବେ, ଯାହା ଡିସେମ୍ବର ୬ରେ ସ୍କ୍ରିନ୍‌ରେ ହିଟ୍‌ ହେବ।

ଏହାସହ ପଢନ୍ତୁ: ତାନାଜୀ ଫିଲ୍ମକୁ ନେଇ ଉଠିଲା ପ୍ରଶ୍ନ, ରିଲିଜ୍‌ ପରେ ଏହି ନେତା ଦେଲେ ଧମକ୍‌

କାର୍ତ୍ତିକ ସାରା ଅଲ୍ଲୀ ଖାନଙ୍କ ସହ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଆଗାମୀ ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ କିନ୍ତୁ କାର୍ତ୍ତିକ ଫିଲ୍ମ ‘ଦୋସ୍ତାନା’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ସବୁ ଫିଲ୍ମ ବ୍ୟତୀତ କାର୍ତ୍ତିକ ଅକ୍ଷୟ କୁମାରଙ୍କ ଭୁଲ୍‌ ଭୁଲେୟାରେ ହେବାକୁ ଥିବା ପରବର୍ତ୍ତୀ ପାର୍ଟରେ ନଜର ଆସିବେ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

7 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

33 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

37 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

39 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

45 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

57 mins ago