ମନୋରଂଜନ

ଦୀପାବଳି ଦିନ ନିର୍ବନ୍ଧ କଲେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌! ଏହି ନିର୍ଦ୍ଦେଶକଙ୍କ ଘରେ ଲୁଚାଛପାରେ ହେଲା ପୂରା କାର୍ଯ୍ୟକ୍ରମ

ବଲିଉଡ୍‌ ଷ୍ଟାର ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି। ତେବେ ଶୁଣିବାକୁ ମିଳୁଛି ଯେ ଏହି ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ବି ନିକଟରେ ଶେଷ ହୋଇଛି। ରିପୋର୍ଟ ମୁତାବକ, ଦୀପାବଳି ଦିନ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଲୁଚାଛପାରେ ନିର୍ବନ୍ଧ କରିଛନ୍ତି। ‘ଏକ ଥା ଟାଇଗର’ର ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ଦୀପାବଳି ପାର୍ଟି ବେଳେ ଭିକ୍କି ଓ କ୍ୟାଟ୍ରିନା ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଛି।

ରିପୋର୍ଟ ମୁତବାକ, ଭିକ୍କି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ବେଶ୍‌ ସୁନ୍ଦର ଥିଲା। କ୍ୟାଟ୍ରିନା ଏକ ଖୁବ୍‌ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ଲାଇଟ୍‌ ଓ ଡେକୋରେସନ୍‌ ମଧ୍ୟ ମନକୁ ଛୁଇଁଗଲା ଭଳି ଥିଲା। ଦୀପାବଳି ଦିନ ଶୁଭ ମୁହୂର୍ତ୍ତ ଥିବାରୁ ଉଭୟ ପରିବାର ଏହି ଦିନ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଦେଶକ କବୀର ଖାନ୍‌ ଓ ତାଙ୍କ ପତ୍ନୀ ମିନି ମାଥୁର କ୍ୟାଟ୍ରିନାଙ୍କ ପାଇଁ ତାଙ୍କ ପରିବାର ଭଳି।

ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା କବୀର ଖାନ୍‌ଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଏଣୁ ସେ ତାଙ୍କ ପରିବାର ସହ ଖୁବ୍‌ କ୍ଲୋଜ୍‌। କୁହାଯାଉଛି ଯେ କବୀର ଖାନ୍‌ କ୍ୟାଟ୍ରିନା ଓ ଭିକ୍କି କୌଶଲଙ୍କ ନିର୍ବନ୍ଧ ସେରିମନିକୁ ଖୁବ୍‌ ସୁନ୍ଦର ଭାବେ ହୋଷ୍ଟ କରିଥିଲେ।

ଚର୍ଚ୍ଚା ହେଉଛି ଯେ ଏହି ଡିସେମ୍ବରରେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟେ ପୂର୍ବେ ବିଦେଶରେ ଡେଷ୍ଟିନେସନ୍‌ େଓ୍ଵଡିଂ ପ୍ଲାନ୍‌ କରୁଥିଲେ। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ସେମାନେ ଭାରତରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାଟ୍ରିନା ଏକ ରୟାଲ ୱେଡିଂ ଚାହୁଁଥିଲେ ଏଣୁ ସେ ରାଜସ୍ଥାନର ଏକ କିଲ୍ଲାରେ ବିବାହ କରିବେ। ଉଭୟଙ୍କ ସିଡ୍ୟୁଲ ଏତେ ବିଜି ଅଛି ଯେ ଉଭୟେ ତାଙ୍କ ହନିମୁନ୍‌ ବି ସ୍କିପ୍‌ କରିବେ ବୋଲି କୁହାଯାଉଛି। ବିବାହ ପରେ କ୍ୟାଟ୍ରିନା ଟାଇଗର ୩ରେ କାମ କରିବେ ଓ ଭିକ୍କି କୌଶଲ ସାମ୍‌ ବହାଦୂରର ସୁଟିଂରେ ବ୍ୟସ୍ତ ରହିବେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago