ମନୋରଂଜନ

KGFର ରକିଂ ଫେମ୍‌ ୟଶ ଓ ରବୀନା ଦେଖାଇଲେ ସ୍ୱାଗ୍‌, ଭାଇରାଲ ହେଉଛି ଭିଡିଓ

କେଜିଏଫ୍‌ ଫେମ୍‌ ରକିଂ ଷ୍ଟାର ୟଶ ଓ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଉଭୟ ୟଶ ଓ ରବୀନା ପଛକୁ ବୁଲି ଲୁକ୍‌ ଦେଉଥିବା ଦେଖାଯାଇଛି। ଏହି ଭିଡିଓକୁ ରବୀନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରିବା ଅବସରରେ ସେ ସୂଚନା ଦେଇଛନ୍ତି ଯେ ୟଶଙ୍କ ସହ ସେ କେଜିଏଫ୍‌ ୨ରେ ସ୍କ୍ରିନ୍‌ ସେୟାର କରିବେ। ତେବେ ରବୀନା କେଜିଏଫ୍‌ରେ କେଉଁ ଭୂମିକାରେ ନଜର ଆସିବେ ତାହାକୁ ନେଇ ଦର୍ଶକେ ଉତ୍ସାହିତ ଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓକୁ ସେୟାର କରି ରବୀନା କ୍ୟାପସନ୍‌ରେ ଲେଖିଛନ୍ତି ‘ଯେତେବେଳେ ଲୁକ୍‌ ମାରିପାରେ, ରକିଙ୍କ ଡେଥ୍‌ ଓ୍ଵାରେଣ୍ଟରେ ସାଇନ୍‌ ହୋଇସାରିଛି’। ଭିଡିଓରେ ୟଶ ଓ ରବୀନା ବ୍ଲାକ୍‌ କଲରର ଡ୍ରେସ୍‌ ଓ ଚଷମା ପିନ୍ଧିଛନ୍ତି।

ସୂଚନାଯୋଗ୍ୟ ଯେ ୟଶଙ୍କ ସବୁଠାରୁ ହିଟ୍‌ ଫିଲ୍ମ ହେଉଛି କେଜିଏଫ୍‌। ୧୯୭୦ ଦଶକର କାହାଣୀକୁ ନେଇ ଫିଲ୍ମକୁ ଷ୍ଟୋରୀ ଲେଖାଯାଇଛି। ଫିଲ୍ମରେ ୟଶ ଏକ ଏମିତି ଭୂମିକାରେ ଅଭିନୟ କରୁଛନ୍ତି ଯାହାର ଉଦ୍ଦେଶ୍ୟ ହେଉଛି ସାରା ଦୁନିଆର ସୁନାର ଖଣିକୁ ନିଜ କବ୍‌ଜାକୁ ନେବା। ଏବେ ଏହାର ଦ୍ୱିତୀୟ ପାର୍ଟ କେଜିଏଫ ୨ ଆସିବାକୁ ଯାଉଛି। ଫିଲ୍ମର ସୁଟିଂ ଜାରି ରହିଛି। ଏହାର ଫାଷ୍ଟଲୁକ୍‌ ଜାରି ହୋଇସାରିଥିବା ବେଳେ ଫ୍ୟାନ୍‌ମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଜଣାଯାଇଛି।

WCW 11

Recent Posts

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

34 mins ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

46 mins ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

2 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

3 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

3 hours ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

3 hours ago