ହଲିଉଡ୍ ସେଲିବ୍ରିଟି କିମ୍ କାର୍ଦଶିୟନଙ୍କ ଝିଅ ଶିକାଗୋ ସାପ ସହିତ ଖେଳୁଥିବାର ନଜର ଆସିଛନ୍ତି। କିମ୍ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋ ବାହାଦୂର ଝିଅ ଶିକାଗୋ’। ତେବେ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ଦେଖି କିମ୍ଙ୍କ ଉପରେ ରାଗିଯାଇଛନ୍ତି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ‘ଏତେ ଛୋଟ ଝିଅ ସାପ ସହିତ ଖେଳିବା ଭୟଙ୍କର ହୋଇପାରେ’। ଏହି ଭିଡିଓକୁ ଏ ପଯ୍ୟର୍ନ୍ତ ୯୫ ଲକ୍ଷରୁ ଅଧିକ ଭ୍ୟୁୟର ଦେଖିସାରିଲେଣି। ବୁଧବାର କିମ୍ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ୧୯ ମାସର ତାଙ୍କ ଝିଅ ଶିକାଗୋ ଧୀରେ ଧୀରେ ସାପଟିକୁ ଧରୁଛି। ଏହାପରେ ନିଜ କାନ୍ଧ ଉପରେ ରଖି ଖେଳୁଛି। ସାପଟି କାନ୍ଧ ଆଖପାଖରେ ବୁଲୁଛି। ଭିଡିଓ ଶେଷରେ ଶିକାଗୋ ଏକ ସ୍ମାଇଲ ସହ କ୍ୟାମେରାକୁ ଦେଖୁଛନ୍ତି ଏବଂ ଧରିଥିବା ସାପକୁ କୋଳେଇ ନେଉଛନ୍ତି।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…