ମନୋରଂଜନ

ଦ କପିଲ ଶର୍ମା ସୋ’ର ଆଗାମୀ ସିଜିନରେ ନଜର ଆସିବେନି କୃଷ୍ଣା ଅଭିଷେକ, କାହିଁକି ଜାଣନ୍ତୁ

ଦ କପିଲ ଶର୍ମା ସୋ’ କୁ କିଏ ବା ଭଲ ନପାଏ। କମେଡ଼ିର ବଢ଼ିଆ ମନୋରଞ୍ଜନ ଏହି ସୋ’ ଦର୍ଶକ ମାନଙ୍କୁ ଦେଇଥାଏ। ଏଥିରେ ଥିବା ପ୍ରତ୍ୟେକ କଳାକାର ନିଜ ନିଜ କମେଡ଼ିକୁ ନେଇ ବେଶ ଚର୍ଚ୍ଚିତ । ସେ କିପଲ ହୁଅନ୍ତୁ ଅବା କୃଷ୍ଣା କିମ୍ବା ସୁଦେଶ ଅଥବା ଭାରତୀ। ସମସ୍ତେ ବେଷ୍ଟ କମେଡିଆନ ଭାବେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଦ କିପଲ ଶର୍ମା ସୋ’ରେ ସପନା କ୍ୟାରେକ୍ଟର କୃଷ୍ଣାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ତେବେ କୃଷ୍ଣାଙ୍କ କହିବା ଅନୁଯାୟୀ କଣ୍ଟ୍ରାକଚୁଆଲ ଇସ୍ୟୁ ପାଇଁ ତାଙ୍କୁ ସୋରୁ ବାହାର ହେବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ପ୍ରକୃତ କଥା..

ଖବର ମୁତାବିକ ଦ କପିଲ ଶର୍ମା ସୋ ପୁଣି ଥରେ ଆସନ୍ତା ସେପ୍ଟେମ୍ବର ମାସରୁ ଲାଫ୍ଟର ଡ଼ବଲ ଡୋଜ ଦେବାକୁ ଯାଉଛି। ଟିଭି ସ୍କ୍ରିନ କୁ ଫେରି ପୁଣି ଦର୍ଶକଙ୍କ ମନୋରଞ୍ଜନ କରାଇବ। ତେବେ ଶୁଣିବାକୁ ମିଳିଛି ଯେ ଏହି ସିଜିନରେ କୃଷ୍ଣା ଅଭିଶେକ ନଜର ଆସିବେ ନାହିଁ। ଏହାକୁ ନେଇ କୃଷ୍ଣା ନିଜେ ମଧ୍ୟ ଉତ୍ତର ରଖିଛନ୍ତି। ସୂଚନା ଅନୁଯାୟୀ , ସୋ’ ମେକର୍ସ ଓ କୃଷ୍ଣାଙ୍କ ଭିତରେ ଫିସ୍‌ କୁ ନେଇ କିଛି ଇସ୍ୟୁ ଥିଲା। ଯାହା କାରଣରୁ କୃଷ୍ଣାଙ୍କୁ ସୋ ଛାଡ଼ିବାକୁ ପଡ଼ିଲା। କିନ୍ତୁ ଏହାକୁ ନେଇ ଏବେପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ଆସିନାହିଁ।

pc: toi

ତେବେ ଆଶା ରହିଛି ଯେ କୃଷ୍ଣା ଓ ସୋ’ ମେକର୍ସଙ୍କ ମଧ୍ୟରେ ସବୁକିିଛି ଠିକ ହୋଇଯିବ। ପୁଣି କୃଷ୍ଣା ଧମାକାଦାର ଏଣ୍ଟ୍ରି କରିବେ।

D Sonali

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

19 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

30 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

43 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

46 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago