Categories: ମନୋରଂଜନ

ନିଜର ଫୁଙ୍ଗୁଳା ଫଟୋ ଛାଡ଼ି ପୋଷ୍ଟରେ ମୋଟିଭେଶନାଲ୍‌ କୋଟ୍‌ ଲେଖିଲେ ଏହି ଆକ୍ଟ୍ରେସ୍‌, ଛୁଟୁଛି ପ୍ରଶଂସାର ସୁଅ

ମଡେଲ୍‌ରୁ ଆକ୍ଟ୍ରେସ୍‌ ହୋଇଥିବା ମନ୍ଦନା କରିମି ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ଏକ ମୋଟିଭେଶନାଲ୍‌ ପୋଷ୍ଟ ଲେଖିଛନ୍ତି, ଯାହାସହିତ ସେ ନିଜର ଏକ ଟପ୍‌ଲେସ୍‌ ଫଟୋ ଶେୟାର କରିଛନ୍ତି। ରିଆଲିଟି ଶୋ’ରେ ଦେଖାଯିବା ପରେ ମନ୍ଦନା ସିଲ୍‌ଭର ସ୍କ୍ରିନ୍‌ରେ ଦେଖାଯାଇସାରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ତେବେ ମନ୍ଦନା ଏହି ଟପ୍‌ଲେସ୍‌ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, ‘ଆପଣଙ୍କୁ ଏପରି ଭାବିବା ବନ୍ଦ କରିବାକୁ ହେବ ଯେ ଆପଣ କୌଣସି ପରିସ୍ଥିତିରେ ସବୁବେଳେ ଫସି ରହିିଥିବେ। ଆପଣଙ୍କୁ ଲାଗିଥାଏ ଆପଣଙ୍କ ହାର୍ଟ କେବେ ବି ହଲିବ ନାହିଁ। ଷ୍ଟ୍ରଗଲ୍‌ରୁ କେବେ ଫେରିକି ଆସିପାରବେ ନାହିଁ। ଏହାକୁ ସାରା ଜୀବନ ପାଇଁ ମାନନ୍ତୁ ନାହିଁ। ଆପଣଙ୍କ ସମସ୍ୟାର ମଧ୍ୟ ଏକ୍ସପାୟରି ଡେଟ୍‌ ଅଛି। ଜୀବନ ବଦଳିବ, ସବୁ କିଛି ଠିକ୍‌ ହେବ’।

ଏହି ପୋଷ୍ଟ ପୂର୍ବରୁ ମନ୍ଦାନା ଏକ ମୋନୋକ୍ରେମ୍‌ ଫଟୋ ମଧ୍ୟ ଛାଡ଼ିଥିଲେ, ଯେଉଁଥିରେ ସେ ବ୍ଲାକ୍‌ କପଡ଼ାରେ ନଜର ଆସିଥିଲେ। କିନ୍ତୁ ସେଥିରେ କେବଳ ତାଙ୍କର ପଛପାର୍ଶ୍ୱ ଦେଖାଯାଉଥିଲା। ମନ୍ଦାନା ସୋସିଆଲ ମିଡିଆରେ ପ୍ରାୟତଃ ନିଜର ବୋଲ୍ଡ ଫଟୋଗୁଡ଼ିକୁ ଛାଡ଼ିଥାଆନ୍ତି। ପୂର୍ବରୁ ସେ ଟୋଣ୍ଡ ବଡି ଏକ୍ସପୋଜ୍‌କୁ ନେଇ ଅନେକ ଥର ଟ୍ରୋଲର ଶିକାର ହୋଇସାରିଛନ୍ତି। କିନ୍ତୁ ଏଥର ସେ ପୋଷ୍ଟରେ ଯାହା ଲେଖିଛନ୍ତି, ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ତାଙ୍କ ଫଲୋୟର୍‌ମାନେ ଲେଖିଛନ୍ତି, ‘ଏହା ଏକ ଭଲ ଭାବନା’।

Roshni

Recent Posts

ଶଶୁର ନାଁରେ ବୋହୂ ଆଣିଲେ ସାଂଘାତିକ ଅଭିଯୋଗ, ସ୍ତ୍ରୀ ହୋଇ ରହିଲେ ମାସକୁ ଦେବେ ୫ହଜାର ଟଙ୍କା

ସବୁସୀମା ପାର୍‌ କଲେ ଶଶୁର । ପୁଅର ଅନୁପସ୍ଥିତିରେ ବୋହୂ ଉପରେ ରଖୁଥିଲେ ଖରାପ ନଜର । ଯେତେବେଳେ ବୋହୂ…

4 mins ago

ରାଜଧାନୀରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାପମାତ୍ରା, ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ

ଦେଶର ରାଜଧାନୀ ନୂଆଦିଲ୍ଲୀରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାପମାତ୍ରା । ଆଜି ପ୍ରଥମଥର ପାଇଁ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି…

5 mins ago

ପାଣିରେ ଥିବା କୁମ୍ଭୀର ହଠାତ୍‌ ଦେଖାଗଲା ରାସ୍ତାରେ, ଭୟରେ ଥରହର ହେଲେ ଲୋକେ

ଲୋକଙ୍କ ଛାତିରେ ହଠାତ୍‌ ଛନକା ପଶିଗଲା । ଯିଏ ଯୁଆଡେ ସବୁ ଯାଉଥିଲେ ହଠାତ୍‌ କି ଚମକି ପଡିଲେ ଗୋଟେ…

7 mins ago

ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାହାରୁ ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆଟାକ କରୁଛନ୍ତି । କଟୁ କଥା କହୁଛନ୍ତି । ଆପଣ ଭଲଭାବେ…

13 mins ago

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

19 mins ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

29 mins ago