Categories: ମନୋରଂଜନ

ଏହି ହିରୋଇନ୍‌ ଲିକ୍‌ କଲେ ନିଜ ଘରର ଠିକଣା, ତାପରେ କ’ଣ ହେଲା ଜାଣନ୍ତୁ

ଏକ ଗିଫ୍ଟକୁ ନେଇ ସୋସିଆଲ ମିଡିଆ ପ୍ଲେଟଫର୍ମରେ ଅତ୍ୟଧିକ ଖୁସିରେ ନିଜ ଘରର ଠିକଣା ଖୁଲାସା କରି ଅଭିନେତ୍ରୀ ମାନୁଷୀ ଛିଲ୍ଲର ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛନ୍ତି। ତାଙ୍କର ଠିକଣା ମିଳିବା ପରେ କୋର ଟିମ୍‌ ତାଙ୍କୁ ସୁରକ୍ଷାତ୍ମକ ଦୃଷ୍ଟିରୁ ଏହି ପୋଷ୍ଟକୁ ହଟାଇବା ପୂର୍ବରୁ ଲୋକମାନଙ୍କ ନଜର ଏହି ପୋଷ୍ଟରେ ପଡିସାରିଥିଲା।

ରିପୋର୍ଟ ଅନୁଯାୟୀ ୟସରାଜ୍‌ ଫିଲ୍ମ ନିଜର ସବୁଠାରୁ ବଡ ଐତିହାସିକ ପୃଥ୍ଵୀରାଜରେ ହିରୋଇନ୍‌ ଭୂମିକାରେ ମାନନୁଷୀଙ୍କ ନାଁ ଘୋଷଣା କରିଥିଲେ। ମିସ୍‌ ଓ୍ଵାର୍ଲ୍ଡର ମୁକୁଟ ପିନ୍ଧି ଭାରତକୁ ଗୌରବାନ୍ଵିତ କରିସାରିଥିବା ମାନୁଷୀ ସୋସିଆଲ ମିଡିଆରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ ଏବଂ ପୃଥ୍ଵୀରାଜ ଫିଲ୍ମ ଘୋଷଣା ହେବା ପରେ ତାଙ୍କର ଲୋକପ୍ରିୟତା ଆହୁରି ବଢିବାରେ ଲାଗିଛି।

ସୂଚନା ମୁତାବକ ମାନୁଷୀ ଘର ଆଗରେ ଫୁଲର ଅନେକ ଗୁଡିଏ ଫୁଲତୋଡା ଦେଖି ଅତ୍ୟନ୍ତ ଖୁସି ହେବା ସହ ଧନ୍ୟବାଦ ଜଣାଇବା ସହ ନିଜ ଘରର ଠିକଣାକୁ ସାର୍ବଜନିକ କରିଦେଇଥିଲେ। ଏହାପରେ ମାନୁଷୀଙ୍କ ଘର ଆଗରେ ଫୁଲତୋଡାର ବଜାର ଲାଗିଯାଇଥିଲା। ମାନୁଷୀ ପ୍ରଥମ ଫିଲ୍ମରେ ହିଁ ପ୍ରଶସଂକମାନଙ୍କ ସହ ସାକ୍ଷାତ କରି ଖୁବ୍‌ ଖୁସି ହୋଇଥିଲେ। ଏଥିପାଇଁ ସେ ଫିଲ୍ମ ପୃଥ୍ଵୀରାଜର ନିଜର ସାଥୀ କଳାକାର ଏବଂ ଟେକ୍ନିସିଆନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

KNews Bureau

Recent Posts

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

4 mins ago

ପୁଲୱାମାରେ ଏନକାଉଣ୍ଟର: ଘର ଭିତରେ ଲୁଚିଛନ୍ତି ୨ ଲସ୍କର କମାଣ୍ଡର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…

25 mins ago

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

35 mins ago

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

1 hour ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

1 hour ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

1 hour ago