Categories: ମନୋରଂଜନ

ସଲମାନଙ୍କ ଉପରେ ଲାଗିଲା ଯୌନ ଶୋଷଣର ଅଭିଯୋଗ,ମୁମ୍ବାଇ ପୋଲିସ ରୁଜୁ କରିଛି ମାମଲା

ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଓ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ ୧ ର ବିଜେତା ହୋଇଥିବା ସଲାମାନ ୟୁସୁଫ ଖାନଙ୍କ ଉପରେ ଜଣେ ମଡେଲଙ୍କୁ ଯୌନ ଶୋଷଣର ଆରୋପ ଲାଗିଛି। ଏହି ମାମଲା ଅଶିୱାରା ସ୍ଥିତ ଏକ କଫି ହାଉସର ଯେଉଁଠି ସଲମାନ କୋରିଓଗ୍ରାଫରଙ୍କ ସହିତ ଦୁର୍ବବ୍ୟବହାର କରୁଥିଲେ। ମଡେଲଙ୍କ ଅଭିଯୋଗକ୍ରମେ ପୋଲିସ ଧାରା ୩୫୪ ମାମଲା ରୁଜୁ କରିଛି ଏବଂ ସଲମାନଙ୍କୁ ଖୋଜୁଛି।

ଅଭିଯୋଗ କରିଥିବା ମଡେଲ ଜଣେ ଡ୍ୟାନ୍ସର ମଧ୍ୟ ଅଟନ୍ତି। ମାମଲା ୨୦୧୮ର ଅଟେ। ନିଜ ଅଭିଯୋଗରେ ସେ କହିଛନ୍ତି ଯେ ସଲମାନ ତାଙ୍କୁ ଏକ ଇଭେଣ୍ଟରେ ପରର୍ଫମାନ୍ସ କରିବା ପାଇଁ ଓଶିୱାରାର ଏକ କାଫିଟେରିୟାକୁ ଡାକିଥିଲେ। ସଲମାନେ ତାଙ୍କୁ କହିଥିଲେ ଯେ ଦୁବାଇର ବଲିଉଡ୍ ପାର୍କରେ ତାଙ୍କୁ ପରଫର୍ମ କରିବାକୁ ହେବ। ସେମାନଙ୍କ ମଧ୍ୟରେ ଯେତେବେଳେ କଥାବାର୍ତ୍ତା ଶେଷ ହେଲା ତେବେ ସଲମାନ ତାଙ୍କୁ ଘର ଛାଡିବା କଥା କହିଥିଲେ ଏବଂ ନିଜ କାରରେ ବସାଇଥିଲେ।

ଏହାପରେ କାରରେ ସଲମାନ ତାଙ୍କ ସହିତ ଦୁର୍ବବ୍ୟବହାର ଆରମ୍ଭ କରିଥିଲେ। ଏହାପରେ ପୀଡିତା କୌଣସି ପ୍ରକାରେ କାରକୁ ଅଟକାଇ ସଲମାନଙ୍କ କବଳରୁ ରକ୍ଷା ପାଇଥିଲେ। ପୀଡିତାଙ୍କ ଅଭିଯୋଗ ଯେ ସେ ସଲମାନଙ୍କ ଡର କାରଣରୁ ମାମଲା ରୁଜୁ କରିପାରୁ ନଥିଲେ। ବର୍ତ୍ତମାନ ଓଶିୱାରା ପୋଲିସ ସଲମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago