ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ବର୍ଦ୍ଧିତ ଜରିମାନାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏହି ନୂଆ ଟ୍ରାଫିକ୍ ନିୟମକୁ ନେଇ ଟିକ୍ଟକ୍ରେ ମଧ୍ୟ ଏକ ମଜାଳିଆ ଭିଡିଓ ପୋଷ୍ଟ ହୋଇଛି ଯାହା ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ପୁଲିସକୁ ଚକ୍ମା ଦେଇ ଦଉଡ଼ି ପଳାଉଥିବା ଦେଖିବାକୁ ମିଳିଛି।
ଭାରତରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏବେ ବହୁ ପୁରୁଣା ବିଦେଶୀ ଭିଡ଼ିଓ ଭାଇରାଲ ହେଉଛି।
ଏହାସହ ପଢ଼ନ୍ତୁ: ଗୁରୁଦିବସରେ ଗୁରୁଙ୍କୁ ଘୃଣା କରନ୍ତି ବୋଲି କହିଲେ ଏହି ଅଭିନେତା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ସେହିପରି ଏକ ଭିଡିଓରେ ଜଣେ ବ୍ୟକ୍ତି ଚାଲାଣରୁ ବଞ୍ଚିବା ପାଇଁ ପୁଲିସକୁ ଏକ ଗାଡ଼ି ଚାରିକଡ଼ରେ ବୁଲେଇ ନିଜେ ଲୁଚି ପଳାଉଥିବା ଦେଖିବାକୁ ମିଳିଛି। ଟିକ୍ଟକ୍ର ଏହି ଭିଡ଼ିଓ ଫେସ୍ବୁକ୍, ଟ୍ଵିଟର ଏବଂ ହ୍ଵାଟ୍ସଆପ୍ରେ ବହୁ ମାତ୍ରାରେ ସେୟାର ହେଉଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…