Categories: ମନୋରଂଜନ

ପୂର୍ବ ମିସ୍‌ ଇଣ୍ଡିଆଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ରୁଜୁ ହେଲା ମାମଲା

ବଲିଉଡ୍‌ ଅଭିନେତ୍ରୀ ଏବଂ ଫେମିନା ମିସ୍‌ ଇଣ୍ଡିଆ ବୁକ୍‌ର ବିଜେତା ନତାଶା ସୁରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ନତାଶା ଫିଲ୍ମ ରେମଡିୟୋଜ ନାମକ ବ୍ୟକ୍ତିଙ୍କ ବିରୁଧରେ ଏଫଆଇଆର୍‌ ଜାରି କରିଛନ୍ତି। ନତାଶା ଅଭିଯୋଗ କରିଛନ୍ତି, ସେ ସୋସିଆଲ ମିଡିଆରେ ମୋ ନାଁ ଟ୍ୟାଗ କରି ଆପତ୍ତିଜନକ ସାମଗ୍ରୀ ପୋଷ୍ଟ କରିଛନ୍ତି। ସୂଚନା ମୁତାବକ ମୁମ୍ବାଇର ଦାଦର ପୋଲିସ ଷ୍ଟେସନରେ ଏହି କେସ୍‌ ଜାରି କରାଯାଇଛି। ନତାଶାଙ୍କ କହିବାନୁଯାୟୀ ଫିଲ୍ମରେ ନିଜର ପୋର୍ଟଲରେ ତାଙ୍କ ନାଁ କୌଣସି ଆଡଲ୍ଟ ପୋଷ୍ଟରେ ଟ୍ୟାଗ କରିଛନ୍ତି।

ନତାଶାଙ୍କ କହିବାନୁଯାୟୀ ବ୍ୟକ୍ତି ଜଣକ ଏହି ପୋଷ୍ଟ ଅନ୍ୟ ୱେବସାଇଟକୁ ମଧ୍ୟ ପଠାଇଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ଗତ ନଭେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା। କେହି ଜଣେ ନକଲି ଆର୍ଟିକିଲ୍ସ ଏବଂ ବାର୍ଥରୁମ୍‌ରେ ଚେହେରା ବ୍ଲର କରି ଝିଅମାନଙ୍କ ଫଟୋ ପୋଷ୍ଟ କରିବା ଆରମ୍ଭ କରିଥିଲେ। ସେହି ବ୍ୟକ୍ତି ଜଣକ ଫଟୋରେ ନତାଶା ସୁରୀ ସିଂହଙ୍କ ନାଁ ଦେଇଥିଲେ।

ରିପୋର୍ଟ ଅନୁଯାୟୀ ନତାଶା ୨୦୦୬ରେ ଫେମିନା ମିସ ଇଣ୍ଡିଆର ବିଜେତା ହୋଇସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନତାଶା ୬୦୦ ରୁ ଅଧିକ ଫ୍ୟାସନ ଶୋ’ରେ ଭାଗ ନେଇସାରିଛନ୍ତି ଏବଂ ଓସ୍କାର ୱେବ ସିରିଜ୍‌ରେ ମଧ୍ୟ ନଜର ଆସିଥିଲେ। ନତାଶା ୨୦୧୬ରେ ‘କିଙ୍ଗ ଲାୟର’ ଏବଂ ୨୦୧୮ରେ ‘ବାବା ବ୍ଲେକ ସିପ୍‌’ରେ ନଜର ଆସିସାରିଛନ୍ତି।

ସୂଚନା ଅନୁଯାୟୀ ନତାଶା ୱେଷ୍ଟଇଣ୍ଡିଜର ଅଲ୍‌ ରାଉଣ୍ଡର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେୟାର ଡେଓ୍ଵନ ବ୍ରାଭୋଙ୍କ ସହ ରିଲେସନରେ ରହିଥିଲେ। ଉଭୟଙ୍କୁ ମୁମ୍ବାଇର ଏକ ହୋଯେଲରେ ଏକାଠି ଦେଖିବା ପରେ ଏହି ଖବର ଶୁଣିବାକୁ ମିିଳିଥିଲା।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago