ନେହା କକ୍କର ପୁଣି ଏକ ମ୍ୟୁଜିକ ଭିଡିଓ ଜରିଆରେ ଧମାଲ ମଚାଉଛନ୍ତି। ଏଥିରେ ନେହାଙ୍କ ସହିତ ସନି କୌଶଲ ନଜର ଆସିବେ। ‘ତାରୋ କେ ସହର’ ଶୀର୍ଷକ ବିଶିଷ୍ଟ ଏହି ଗୀତରେ ନ୍ୟୁୟର୍କ ସିଟୀ କାହାଣୀକୁ ନେଇ ବନାଯାଇଛି। କିନ୍ତୁ ଏହାର ସୁଟିଂ ଦିଲ୍ଲୀରେ ହୋଇଛି।
ଏହି ମ୍ୟୁଜିକ ଭିଡିଓରେ ନେହାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିବ। ତାଙ୍କର ନୂଆ ଅବତାରକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ପ୍ରଶଂସା କରୁଛନ୍ତି। ଏହି ଭିଡିଓରେ ନେହା ଏବଂ ଜୁବିନ ନୌଟିୟାଲଙ୍କ ସୁମଧୁର କଣ୍ଠ ଶୁଣିବାକୁ ମିଳିବ। ସେହିପରି ଏହି ଗୀତକୁ ଅରବିନ୍ଦ ଖୈରା ଡାଇରେକ୍ଟ କରିଛନ୍ତି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…