Categories: ମନୋରଂଜନ

ନେହା କକ୍କରଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଖୁବ୍ ଭାଇରାଲ୍, ଆପଣବି ଥରେ ଦେଖିନିଅନ୍ତୁ

ବଲିଉଡରେ ନିଜ ଗୀତରେ ଧମାଲ୍ ମଚାଉଥିବା ନେହା କକ୍କର ମଧ୍ୟ ନିଜ ଡ୍ୟାନ୍ସିଙ୍ଗ୍ ସ୍କିଲ୍ ପାଇଁ ଖୁବ୍ ପରିଚିତ । ନେହାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ନିଜର ଫ୍ୟାନ୍ସଙ୍କ ପାଇଁ ଗୀତ ବ୍ୟତିତ ଡ୍ୟାନ୍ସ ଏବଂ କମେଡି ଭିଡିଓ ମଧ୍ୟ ଇଷ୍ଟାଗ୍ରାମରେ ପୋଷ୍ଟ କରୁଛନ୍ତି । ନେହା କକ୍କର ପୁଣି ଏକ ଭିଡିଓ ନିଜର ଅଫିସିଆଲ୍ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ଖୁବ୍ ଧୁମ୍ ମଚାଉଛି । ଏହି ଭିଡିଓରେ ନେହା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓରେ ଫ୍ୟାନ୍ସ ମାନେ ଖୁବ୍ ରିଆକ୍ସନ୍ ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

ତାଙ୍କର ଏହି ଭିଡିଓକୁ ୩୨ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି । ତାଙ୍କର ଗୀତ ‘ପୁଛତା ହି ନେହିଁ’ରେ ଡ୍ୟାନ୍ସ କରୁଛନ୍ତି ନେହା । ତାଙ୍କର ଏହି ଗୀତ ନିକଟରେ ରିଲିଜ୍ ହୋଇଥିଲା । ଏହି ଗୀତଟି ରିଲିଜ୍ ହେବା କ୍ଷଣି ୟୁଟ୍ୟୁବରେ ଖୁବ୍ ଦମଦାର ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଏହି ଗୀତଟିରେ କୋଟି କୋଟି ଭ୍ୟୁଜ୍ ମିଳିସାରିଲାଣି । ନେହାଙ୍କ ସହିତ ଏହି ଗୀତଟିରେ ରୋହିତ୍ ଖଣ୍ଡେୱାଲା ମଧ୍ଯ ନଜର ଆସୁଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago