ମନୋରଂଜନ

ଅନୁପ ଜଲୋଟାଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ପାରସ୍‌ ଛାବଡା, କହିଲେ ମୋର ଆଉ ଜସଲିନ୍‌ଙ୍କ ମାମଲାରେ ମୁଣ୍ଡଖେଳାଇବା ଦରକାରନାହିଁ

ପାରସ୍‌ ଛାବଡା ବର୍ତ୍ତମାନ ନିଜର ଦୁଲହନ୍‌ ଖୋଜିବାରେ ବ୍ୟସ୍ତ ଅଛନ୍ତି । ମୁଝସେ ସାଦୀ କୋରାଗି ସୋ ଜରିଆରେ ସେ ନିଜର ପାର୍ଟନର ଖୋଜୁଛନ୍ତି । ବିଗ ବସ୍‌ ସିଜିନ୍‌ ୧୨ର ପୂର୍ବ ପ୍ରତିଯୋଗୀ ଜସଲିନ୍‌ ମଧ୍ୟ ମୁଝସେ ସାଦୀ କୋରାଗିି ସୋରେ ଆସିଛନ୍ତି । ସୋ ସମୟରେ ଜସଲିନ୍‌ ପାରସଙ୍କୁ ଇମ୍ପରେସ୍‌ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଗ ସୋରେ ଯାଇଥିବା ଜସଲିନ୍‌ଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଅନୁପ ଜଲୋଟା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଜସଲିନ୍‌ ପାରସଙ୍କ ସ୍ୱୟଂବରରେ ଆସିବାକୁ ନେଇ ଅନୁପ ଜଲୋଟା ଅପତ୍ତି ଉଠାଇଛନ୍ତି । ଅନୁପ୍‌ କହିଛନ୍ତି କି ପାରସ୍‌ ତାଙ୍କ ପାଇଁ ଠିକ୍‌ ପାତ୍ର ନୁହେଁ । ଅନୁପଙ୍କ ଏହି ବୟାନ ଶୁଣି ଚୁପ୍‌ ରହିନାହାନ୍ତି ପାରସ୍‌ । ସେ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।ପାରସ୍‌ ଏକ ୱେବସାଇଟକୁ କହିଛନ୍ତି କି- ମୁଁ ଜେସଲିନଙ୍କ ଅତିତ ବିଷୟରେ କିଛି ଜାଣିନି ଏବଂ ଅନୁପ ଜଲୋଟା ଜି ମୋ ନାଁରେ ଯାହା ବି କହୁଛନ୍ତି ସେ ତାଙ୍କ ବିଚାର । କହିବାକୁ ଗଲେ ଏହା ଜସଲିନଙ୍କ ନିଷ୍ପତି ଯେ ସେ ମୋତେ ବିବାହ କରିବାକୁ ଚାହୁଁଛନ୍ତି । ମୋତେ ଲାଗୁନ କି, ଏହି ମାମଲାରେ ତାଙ୍କର ହସ୍ତକ୍ଷପ କରିବା ନିହାତୀ ଜରୁରୀ ।

Sonalisa

Recent Posts

ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ…

39 seconds ago

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

22 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

24 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

27 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

29 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

34 mins ago