ରାତାରାତି ଇଣ୍ଟରନେଟ୍ରେ ଭାଇରାଲ ହୋଇଥିବା ପ୍ରିୟା ପ୍ରକାଶଙ୍କୁ ତ ଆପାଣମାନେ ସମସ୍ତେ ମନେ ରଖିଥିବେ। ନିଜ ଅନ୍ଦାଜ୍ ରେ ଆଖି ମାରିବାକୁ ନେଇ ସେ ଲକ୍ଷ ଲକ୍ଷ ପୁଅଙ୍କୁ ନିଜର ଦିଓ୍ଵାନା କରିଥିଲେ। କିନ୍ତୁ ସେହି ଭିଡିଓ ପରେ କିଛି ଦିନ ହେବ ପ୍ରିୟା ଏଥିରୁ ଦୂରେଇ ରହିବା ସହ ତାଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ ଖୁବ୍ କମ ହେଉଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପରେ ପୁଣି ଥରେ ପ୍ରିୟାଙ୍କ ଚର୍ଚ୍ଚା ଦେଖିବାକୁ ମିଳିଛି। ଏଥର ପ୍ରିୟାଙ୍କର ସୁନ୍ଦର ଆଖି ଏବଂ ଅନ୍ଦାଜ୍ ଦେଖି ଆମେରିକା ରାଷ୍ଟ୍ରପତି ମଧ୍ୟ ଲାଜେଇ ଯାଇଛନ୍ତି।
ସୂଚନା ମୁତାବକ ଟ୍ରମ୍ପ ଭାରତ ଆସିବା ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରିୟା ଏବଂ ଡୋନାଲ୍ଡ ଟ୍ରମ୍ପ ନଜର ଆସିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ପ୍ରିୟା ନିଜର ଖାସ୍ ଅନ୍ଦାଜ୍ରେ ଆଖି ମାରୁଥିବା ବେଳେ ଏହାକୁ ଦେଖି ଟ୍ରମ୍ପ ଲାଜେଇ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ ଏହା ଏଡିଟ୍ ଭିଡିଓ।
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…