ମନୋରଂଜନ

ପୁଣି ଥରେ ସୋସିଆଲ ମିଡିଆରେ ଧମାଲ୍ ମଚାଉଛି ପ୍ରିୟା ପ୍ରକାଶଙ୍କ ଭିଡିଓ, ଦେଖନ୍ତୁ କ’ଣ ରହିଛି ଏଥିରେ

ସାଉଥ୍ ଇଣ୍ଡିଆନ୍‌ ଫିଲ୍ମର ନାମିଦାମୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର ନିଜର ଏକ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ନିଜର ପ୍ରଥମ ଭିଡିଓରେ ପ୍ରିୟା ପ୍ରକାଶ ଆଖି ମାରି କେବଳ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିନଥିଲେ ବରଂ ନିଜର ଅଭିନୟ ଦ୍ୱାରା ମଧ୍ୟ ଦର୍ଶକଙ୍କୁ ନିଜର ଦିଓ୍ଵାନା କରିପାରିଥିଲେ। ଏସବୁ ମଧ୍ୟରେ ପ୍ରିୟାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ପ୍ରିୟା ଆଖି ମାରି ନାହାଁନ୍ତି ବରଂ ନିଜ ସ୍ୱର ଦ୍ୱାରା ଦର୍ଶକଙ୍କୁ ଆକର୍ଷିତ କରିଥିବାର ନଜର ଆସିଛନ୍ତି।

ପ୍ରିୟା ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରିୟା କୌଣସି ପାର୍ଟି ବା ଫକ୍ସନରେ ଗୀତ ଗୁଣୁ ଗୁଣୁ କରୁଥିବାର ଦେଖିବାକୁ ମିଳିଛନ୍ତି । ଏଠାରେ ସେ ସମସ୍ତଙ୍କ ସାମ୍ନାରେ ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ଏ ଦିଲ୍ ମୁସକିଲ’ ର ଫେମସ୍ ଗୀତ ‘ଚନ୍ନା ମେରେୟା’ ଗୀତ ବୋଲୁଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ ପ୍ରିୟାଙ୍କ ଆଖ-ପାଖରେ ଥିବା ଲୋକମାନେ ତାଙ୍କୁ ଚିୟର୍ ମଧ୍ୟ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ପ୍ରିୟା ମେରୁନ୍ କଲର୍ ର ଶାଢୀରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି । ପ୍ରିୟାଙ୍କ ଏହି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ପତିକ୍ରିୟା ମଧ୍ୟ ଦେଇଛନ୍ତି।

KNews Bureau

Recent Posts

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

2 mins ago

ରେଡ୍‌ ଲାଇଟ୍‌ ଦେଖି ନାଳରେ ପଡ଼ିଲେ ଯୁବତୀ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ସେଠାରେ ଅନେକ ଭିଡିଓ ଅଛି, ଯାହାକୁ ଆପଣ ଯେତେଥର…

5 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Honor X6b, ମିଳିବ ଦମଦାର ଫିଚର୍ସ

ସ୍ମାର୍ଟଫୋନ୍ ବଜାରରେ ପ୍ରତିଦିନ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଏ । ଏହି ଧାରା ଜୁନ୍ ମାସରେ ମଧ୍ୟ ଜାରି ରହିଛି…

10 mins ago

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ…

24 mins ago

‘ଭାରତରେ EVM ଏକ ବ୍ଲାକ୍‌ ବକ୍ସ, କାହାକୁ ବି ନାହିଁ ଏହାର ଯାଞ୍ଚ ଅନୁମତି’; ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଭାରତର ଏକ ବ୍ଲାକ୍‌ ବକ୍ସ ବୋଲି…

24 mins ago

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

1 hour ago