ମନୋରଂଜନ

ଇନଷ୍ଟାଗ୍ରାମର ଗୋଟିଏ ପୋଷ୍ଟରୁ କୋଟି କୋଟି ଟଙ୍କା କମାନ୍ତି ପ୍ରିୟଙ୍କା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆୟ କରୁଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରି ହୋଇଛି। ଗତ ୨୦୧୯ରେ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟିଙ୍କ ମଦ୍ଯରେ ଦୁଇ ଜଣ ଭାରତୀୟ ଷ୍ଟାର ସାମିଲ ହୋଇଛନ୍ତି। ଆଜ୍ଞା ହଁ ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲି ଏହି ଦୁଇଜଣ ଷ୍ଟାର ଭାରତୀୟ ସେଲିବ୍ରିଟି ରହିଛନ୍ତି।

Hopperhq ୱେବସାଇଟ୍ ଗତବର୍ଷ ଇନଷ୍ଟାଗ୍ରାମରେ ଆୟ କରୁଥିବା ଏହି ଷ୍ଟାରମାନଙ୍କ ଲିଷ୍ଟ ଜାରି କରିଛି, ଯେଉଁଥିରେ ପ୍ରିୟଙ୍କ ଚୋପ୍ରା ୨୮ ତମ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କା ୧୯ତମ ସ୍ଥାନରେ ରହିଥିଲେ, ଯେଉଁଥିରେ ପ୍ରିୟଙ୍କାଙ୍କ ଗୋଟିଏ ପୋଷ୍ଟରେ ପାଖପାଖି ୨.୧୫ କୋଟି ଟଙ୍କା ମିଳିଛି। ସେହିଭଳି ବିରାଟ କୋହଲି ମଧ୍ଯ ତାଙ୍କର ଏକ ପୋଷ୍ଟରେ ପାଖାପାଖି ୨.୨୧ କୋଟି ଟଙ୍କା ଆୟ କରିଛନ୍ତି।

ସୂଚନା ମୁତାବକ ଗତବର୍ଷ ମଧ୍ଯ ଏହି ଲିଷ୍ଟରେ କେବଳ ୨ଜଣ ଭାରତୀୟ ସେଲିବ୍ରିଟି ସାମିଲ ଥିଲେ। ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ‘ଫାଷ୍ଟ ଆଣ୍ଡ ଫ୍ଯୁରିୟସ’ ଷ୍ଟାର ଡୱେନ ଜନସନ୍ ଏବଂ ଦ୍ବିତୀୟ ସ୍ଥାନରେ କାଇଲୀ ଜେନର ରହିଛନ୍ତି। ସେହିଭଳି ତ୍ତୀୟ ସ୍ଥାନରେ ଫୁଟବଲ ପ୍ଲେୟାର କ୍ରିଷ୍ଟିୟାନୋ ରୋନାଲ୍ଡ ଏବଂ ଚତୁର୍ଥ ସ୍ଥାନରେ କିମ୍ କାର୍ଦଶିୟନ, ପଞ୍ଚମ ସ୍ଥାନରେ ଏରିୟାନା ଗ୍ରାଡେ, ଷଷ୍ଠ ସ୍ଥାନରେ ସେଲେନା ମୋମେଜ, ସପ୍ତମ ସ୍ଥାନରେ ବିୟାନ୍ସେ ନୋଲ୍ସେ, ଅଷ୍ଟମ ସ୍ଥାନରେ ଜଷ୍ଟିନ ବିବର, ନବମ ସ୍ଥାନରେ ଟେଲର ସ୍ବିଫ୍ଟ ଏବଂଦଶମ ସ୍ଥାନରେ ଫୁଟବଲର୍ ନେୟମାର ଜୁନିୟର ରହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago