Categories: ମନୋରଂଜନ

ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ବଡ ଖବର, ଏମିତି ଅଫର ଦେଲେ ଏହି ଆକ୍ଟ୍ରେସ୍

ପଶ୍ଚିମବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ସଫଳତାର ପାହାଚ ଚଢିବାକୁ ଲାଗିଛନ୍ତି । ରାନୁ ମଣ୍ଡଳଙ୍କର ଏକ ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି । ତାଙ୍କ ଗୀତ ଶୁଣି ବଲିଉଡ୍ ଆକ୍ଟର ତଥା ସିଙ୍ଗର ହିମେଶ ରେସମିୟା ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ରାନୁଙ୍କୁ ଗୀତ ଗାଇବାକୁ ଅଫର ଦେଲେ । ଯେଉଁ ଗୀତ ଗାଇବା ପରେ ରାନୁ ମଣ୍ଡଳଙ୍କ ସ୍ବର ଘରେ ଘରେ ପରିଚିତ ହେବା ସହ ସେ ସଫଳତା ଆଡକୁ ଅଗ୍ରସର ହେବାରେ ଲାଗିଛନ୍ତି।

ଏହାସହ ପଢନ୍ତୁ:

Bigg Boss-13କୁ ନେଇ ଆସିଲା ବଡ ଖବର, ଥରେ ଦେଖନ୍ତୁ ଏହାର…

ଏବେ ରାନୁଙ୍କୁ ନେଇ ଆଉ ଏକ ବଡ ଖବର ଚର୍ଚ୍ଚାର ପରିସରକୁ ଆସଛି । ବଲିଉଡ୍ ଆକ୍ଟ୍ରେସ୍ ରାକ୍ଷୀ ସାୱନ୍ତ ଚାହୁଁଛନ୍ତି କି, ରାନୁ ତାଙ୍କ ପାଇଁ ମଧ୍ୟ ଗୀତ ଗାଆନ୍ତୁ । ଖବର ମୁତାବକ ରାନୁ ମଣ୍ଡଳଙ୍କ ଟ୍ୟାଲେଣ୍ଟରେ ଖୁସି ହୋଇ ରାକ୍ଷୀ ଚାହୁଁଛନ୍ତି କି, ସେ ତାଙ୍କ ଗୀତ ଛପନ୍ ଛୁରୀର ରିମିକ୍ସ ଗାଆନ୍ତୁ । ଏହା ସହ ରାକ୍ଷୀ କହିଛନ୍ତି କି, ସେ ଏମିତି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଥିବାରୁ ବହୁତ ଖୁସି ଅଛନ୍ତି, ଯେଉଁଠାରେ ରାନୁ ମଣ୍ଡଳଙ୍କ ଭଳି ପ୍ରତିଭାକୁ ଆଗକୁ ବଢିବା ପାଇଁ ସୁଯୋଗ ଦିଆଯାଉଛି । ଅନ୍ୟପଟେ ଖବର ଆସୁଛି କି ରାକ୍ଷୀ ବିଗ୍ ବସ୍-୧୩ରେ ମଧ୍ୟ ନଜର ଆସିପାରନ୍ତି।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago