ମନୋରଂଜନ

TBMAUJ ରିଲିଜ୍‌ ପୂର୍ବରୁ ଫଟୋ ସୁଟ୍‌ କଲେ ସାହିଦ, ଅଲ୍‌ ବ୍ଲାକ୍‌ ଲୁକ୍‌ ରେ ଦେଖାଇଲେ କିଲର ଅନ୍ଦାଜ୍‌

ସାହିଦ କପୁର ନିଜ ଲୁକ୍‌ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆକ୍ଟିଙ୍ଗର ଯାଦୁରେ ସମସ୍ତଙ୍କୁ ଆକର୍ଷିତ କରନ୍ତି ସାହିଦ । ବର୍ତ୍ତମାନ ସାହିଦ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଫଟୋ ସୁଟ୍‌ କରିଛନ୍ତି । ସାହିଦ କପୁରଙ୍କ ଫିଲ୍ମ ରିଲିଜ୍‌ ସମୟରେ ହିଁ ତାଙ୍କର ନୂଆ ନୂଆ ଫଟୋ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆକ୍ଟର ଆଉ ଏକ ନୂଆ ଫଟୋ ସୁଟ୍‌ କରିଛନ୍ତି । ଏହି ଫଟୋକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ଫଟୋରେ ସାହିଦ ବହୁତ ଷ୍ଟାଇଲିସ୍‌ ଓ କୁଲ୍‌ ନଜର ଆସିଛନ୍ତି । ସାହିଦ କପୁର ଫଟୋ ସୁଟ୍‌ ସମୟରେ ବ୍ଲାକ୍‌ ଜ୍ୟାକେଟ୍‌ ସହିତ ମ୍ୟାଚିଙ୍ଗ ବ୍ଲାକ୍‌ ପ୍ୟାଣ୍ଟ ଏବଂ ବ୍ଲାକ୍‌ ଗ୍ଲାସେସ୍‌ ଲଗାଇଥିଲେ । ଏହି ଓଭରଅଲ୍‌ ଲୁକ୍‌ ରେ ସାହିଦ୍‌ ବହୁତ ହ୍ୟାଣ୍ଡସମ୍‌ ନଜର ଆସିଥିଲେ ।

ଆକ୍ଟରଙ୍କ ଏହି ଲୁକ୍‌ ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି । ସାହିଦଙ୍କ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଭାଲେଣ୍ଟାଇନ୍‌ ଓ୍ଵିକ୍‌ କୁ ନଜରରେ ରଖି ୯ ଫେବୃଆରୀରେ ରିଲିଜ୍‌ ହେବ । ଏହି ଫିଲ୍ମରେ ତାଙ୍କ ସହ କୃତି ସାନନ୍‌ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଫିଲ୍ମ ପାଇଁ ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି ।

 

Subhalaxmi Das

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

7 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

10 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

43 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

45 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago