Categories: ମନୋରଂଜନ

ଅମିତାଭ ବଚ୍ଚନଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘Sai Ra Narasimha Reddy’ର ଟିଜର ଇଭେଣ୍ଟରେ ପହଁଚିଲେ ଏହିସବୁ କଳାକାର

ଅମିତାଭ ବଚ୍ଚନଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘Sai Ra Narasimha Reddy’ ର ଟିଜର ମଙ୍ଗଳବାର ମୁମ୍ବାଇରେ ରିଲିଜ୍ ହୋଇଯାଇଛି । ଟିଜର ଲଞ୍ଚ ଇଭେଣ୍ଟରେ ଫିଲ୍ମର ଲିଡ୍ ଆକ୍ଟର ଚିରଞ୍ଜୀବଙ୍କ ସମେତ ତମନ୍ନା ଭାଟିଆ, ଫରହାନ୍ ଅଖତର୍,କିଚ୍ଚା ସୁଦୀପ୍,ପ୍ରଡ୍ୟୁସର ରାମଚରଣ ତେଜା ଏବଂ ଡାଇରେକ୍ଟର ସୁରେନ୍ଦ୍ର ରେଡ୍ଡୀ ଉପସ୍ଥିତ ରହିଥିଲେ ।

ଅମିତାଭ ଏହି ଇଭେଣ୍ଟରେ ଅନୁପସ୍ଥିତ ରହିଥିଲେ । ଅନ୍ୟପଟେ ଏହି ଇଭେଣ୍ଟରେ ତମନ୍ନା ଏକ ସୁନ୍ଦର ଗାଉନ୍ ପିନ୍ଧିଥିବାର ନଜର ଆସିଥିଲେ। ଏହାସହିତ ସେ ହାତ ଯୋଡି ମିଡିଆକୁ ସ୍ବାଗତ କରିଥିଲେ । ଚିରଞ୍ଜୀବ ବ୍ଳାକ୍ ପୋଲକା ଡଟ୍ ସାର୍ଟ ପିନ୍ଧିଥିଲେ । ସେ ଫିଲ୍ମ ଏବଂ ସେଥିରେ କରିଥିବା ନିଜର ଚିରିତ୍ରକୁ ନେଇ କଥା ହୋଇଥିଲେ । ଚିରଞ୍ଜୀବଙ୍କ ପୁଅ ରାମଚରଣ ଏହି ଫିଲ୍ମର ପ୍ରଡ୍ୟୁସର ଅଟନ୍ତି ।

ରବିକିସନ୍ ଏବଂ କିଚ୍ଚା ସୁଦୀପ୍ ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମୀକାରେ ନଜର ଆସିବେ । ଟିଜର ଲଞ୍ଚରେ ଏହି ଦୁଇ କଳାକାର ନିଜ ଭିତରେ କଥାବର୍ତ୍ତାରେ ମସଗୁଲ୍ ରହିଥିବାର ଦେଖିବାକୁ ମିଳିଥିଲା । ଫିଲ୍ମର ମ୍ୟୁଜିକ୍ ଅମିତ୍ ତ୍ରୀଦେବୀ ଏବଂ ଜୁଲିୟସ୍ ପୋକିଅମ୍ ଦେଇଛନ୍ତି । ଏହି ଇଭେଣ୍ଟରେ ଜୁଲିୟସ୍ ଦେଖାଯାଇନଥିଲେ ହେଲେ ଅମିତ୍ ଉପସ୍ଥିତ ରହିଥିଲେ । ଫିଲ୍ମର ଡିଷ୍ଟିବ୍ୟୁଟର ଅନିଲ୍ ଥଡାନି ମଧ୍ୟ ଇଭେଣ୍ଟରେ ଯୋଗ ଦେଇଥିଲେ। ଫରହାନ୍ ଅଖତର ମଧ୍ୟ ଏହି ଫିଲ୍ମର ପ୍ରଡ୍ୟୁସର ଭାବେ କାର୍ଯ୍ୟ ଭାର ଉଠାଛନ୍ତି ।

Sonalisa

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

19 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

28 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

40 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

47 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

49 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago