ମନୋରଂଜନ

ଲକଡାଉନରେ ବି ସଲମାନ ଭୂଲିଲେନି କ୍ୟାଟ୍ରିନାଙ୍କ ଜନ୍ମଦିନ, ଏକଦମ୍‌ ଖାସ୍‌ ଅନ୍ଦାଜରେ କଲେ ବାର୍ଥଡେ ଓ୍ଵିସ୍‌

କ୍ୟାଟ୍ରିନା କୈଫଙ୍କୁ ଆଜି ୩୭ ବର୍ଷ ହୋଇଛି। କ୍ୟାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ ମସିହା ହଂକଂରେ ହୋଇଥିଲା। ଆଜି ତାଙ୍କୁ ବଲିଉଡର ଅନେକ କଳାକାର ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି। କରୋନା ଭାଇରସ କାରଣରୁ ସୋସିଆଲ ଡିସଟାନ୍ସିଂ ଏବଂ ଲକଡାଉନ ଚାଲୁଥିବା କାରଣରୁ ଏଥର ନା ପାର୍ଟୀ ନା କାହା ସହିତ ଭେଟ ହୋଇପାରିବ। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଯାଉଛୁ।

ତାଙ୍କୁ ତାଙ୍କ ସାଙ୍ଗମାନଙ୍କ ସମେତ କୋ-ଆକ୍ଟର ସଲମାନ ଖାନ୍‌ ମଧ୍ୟ ବହୁତ ଖାସ୍‌ ଅନ୍ଦାଜରେ ବାର୍ଥଡେ ଓ୍ଵିସ୍‌ କରିଛନ୍ତି। ସଲମାନ ଖାନ ସୋସିଆଲ ମିଡିଆ ଜରିଆରେ କ୍ୟାଟ୍ରିନାଙ୍କୁ ଓ୍ଵିସ୍‌ କରିଛନ୍ତି। ସଲମାନ କ୍ୟାଟ୍ରିନାଙ୍କୁ ବାର୍ଥଡେ ଓ୍ଵିସ କରି କହିଛନ୍ତି, ‘ହାପି ବାର୍ଥଡେ କ୍ୟାଟ୍ରିନା. . .’ ଏହାସହିତ ସଲମାନ ଉଭୟଙ୍କର ଏକ ଫଟୋ ସେୟାର ମଧ୍ୟ କରିଛନ୍ତି। ତେବେ ଏହି ଫଟୋକୁ ଦେଖି ତାଙ୍କର ଫ୍ୟାନ୍ସ ବହୁତ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ଦୁହିଁଙ୍କ ଅଫେୟାରକୁ ନେଇ ବି ସବୁବେଳେ ଚାଲ ଚର୍ଚ୍ଚା। ଆଉ ଏବେ ସଲମାନଙ୍କ ଏହି ଫଟୋ କେଉଁ ଆଡକୁ ଇସାରା କରୁଛି। ତେବେ କହିରଖିବାକୁ ଚାହିଁବୁ ଯେ ସଲମାନ ଏହି ଲକଡାଉନ ସମୟରେ ପନବେଲ ସ୍ଥିତ ନିଜ ଫାର୍ମହାଉସରେ ଅଛନ୍ତି। ଲକଡାଉନ ପର ଠାରୁ ହିଁ ସେ ସେଠାରେ ସମୟ ବିତାଉଛନ୍ତି।

Pritiparna

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

13 seconds ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

8 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

33 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

42 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago