Categories: ମନୋରଂଜନ

ଲାଲ୍ କିଲା ସାମ୍ନାରେ ଧଳାକୁର୍ତ୍ତାରେ ସଲମାନ୍ , ଭାଇରାଲ୍ ହେଉଛି ସାଇକେଲ୍ ଚଲାଉଥିବା ଭିଡିଓ

ନିଜର ଆଗାମୀ ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ତେବେ ଏହା ମଧ୍ୟରେ ସଲମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଧଳା କୁର୍ତ୍ତା ପିନ୍ଧି ଲାଲ୍ କିଲା ସାମ୍ନାରେ ସାଇକେଲ୍ ଚଲାଉଛନ୍ତି ସଲମାନ୍ । ଏହା ସହ ସଲମାନଙ୍କ ଆଖପାଖରେ ସିକ୍ୟୁରିଟି ଗାର୍ଡ ମଧ୍ୟ ନଜର ଆସୁଛନ୍ତି ।

ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଆକଉଣ୍ଟରେ ସେୟାର୍ କରିଛନ୍ତି ସୁଲତାନ୍ । ସଲମାନଙ୍କ ଏହି ଭିଡିଓକୁ ଖୁବ୍ ପ୍ରସନ୍ଦ କରୁଛନ୍ତି ପ୍ରଶଂସକ । ୨୦ ଘଂଟା ମଧ୍ୟରେ ପ୍ରାୟ ୨୮ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ଏହି ଭିଡିଓ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏକ ପୁରୁଣା ଫଟୋ ସେୟାର୍ କରିଥିଲେ ସଲମାନ୍ । ଆଉ ଫଟୋ ସହ ଲେଖିଥିଲେ ହାପି ବର୍ଥ ଡେ ବାବା ।

ଏହା ସହ ପଢନ୍ତୁ ଯୁବକଙ୍କ ନିଦ ହଜାଇଲା ସନି ଲିଓନିଙ୍କ ମୋବାଇଲ୍ ନମ୍ବର, ପ୍ରତିଦିନ ଆସୁଛି ୫୦୦ରୁ ଅଧିକ ଫୋନ୍

ଫଟୋଟି ସାଜନ୍ ଫିଲ୍ମର ସୁଟିଂ ସମୟର ଜଣାପଡୁଛି । ୧୯୯୧ରେ ଆସିଥିବା ଏହି ଫିଲ୍ମଟି ଖୁବ୍ ସୁପରହିଟ୍ ହୋଇଥିଲା । ତେବେ ସଞ୍ଜୟ ଏବଂ ସଲମାନଙ୍କ ବନ୍ଧୁତା ବି ଟାଉନରେ ଖୁବ୍ ଫେମସ୍ । ଯେତେବେଳେ ସଲମାନଙ୍କ କ୍ୟାରିୟର୍ ନୌକା ଡୁବି ଆସୁଥିଲା ସେତେବେଳେ ସଞ୍ଜୟ ଦତ୍ତ ହିଁ ତାଙ୍କୁ ସାହାଯ୍ୟ କରିଥିଲେ ।

 

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

6 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

14 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

16 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

24 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

49 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

58 mins ago