ମନୋରଂଜନ

ଭଣଜା ଭାଣିଜୀଙ୍କୁ ଡ୍ୟାନ୍ସ ଶିଖାଇଲେ ସଲମାନ, ଭିଡିଓ ଭାଇରଲ

ବଲିଉଡର ଭାଇଜାନ ଏବେ ଦୁବାଇରେ ‘ ଦ-ବ୍ୟାଙ୍ଗ ଦ ଟୁର ରିଲୋଡେଡ’ କର୍ନସଣ୍ଟରେ ରହିଛନ୍ତି। ଏଠାକୁ ବଲିଉଡରେ ଅନେକ ସେଲିବ୍ରିଟି ମଧ୍ୟ ଯାଇଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କର ଏହି କର୍ନସଣ୍ଟର ଭିଡିଓ ଭାଇରଲ ହେଉଛି। ସଲମାନ ଏଠାରେ ଅର୍ପିତା ଏବଂ ଆୟୁଷଙ୍କ ପୁଅ ଏବଂ ଝିଅଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ନିକଟରେ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁଥିରେ ସଲମାନ ଭଣଜା ଆହିଲ ଏବଂ ଭାଣିଜୀ ଆୟତଙ୍କ ସହିତ ମସ୍ତି କରୁଥିବାର ନଜର ଆସିଥିଲେ।

ସଲମାନ ସେଠାର ଛୋଟ ଭାଣିଜୀ ଆୟତ ଏବଂ ଭଣଜା ଆହିଲ ସହିତ ‘ଅଲ୍ଲା ଦୁହାଇ, ହୁଡ ହୁଡ ଦବଙ୍ଗ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସଲମାନ ନିଜ ଭଣଜା ଭାଣିଜୀଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରଲ ଭୟାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଫ୍ୟାନ୍ସ ବେଶ୍‌ ଖୁସି ରହିଛନ୍ତି।

ଏବେ ସଲମାନ ବହୁତ ବ୍ୟସ୍ତ ରହିଛନ୍ତି। ଦବଙ୍ଗ ଟୁର୍‌ ଟିମ୍‌ ସହିତ ଦୁବାଇକୁ ପୂଜା ହେଗେଡ, ସୋନାକ୍ଷୀ ସିହ୍ନା, ସଇ ମଞ୍ଜେରକର, ଦିଶା ପଟାନୀ ପ୍ରମୁଖ ଯାଇଛନ୍ତି। ଏହାଛଡା ସଲମାନଙ୍କର ଏବେ ‘ଟାଇଗର ୩’ର ସୁଟିଂରୁ ଫ୍ରି ରହିଛନ୍ତି। ଦିଲ୍ଲୀରେ କ୍ୟାଟ୍ରିନା ଏବଂ ସଲମାନ ଟାଇଗର ୩ର ସୁଟିଂ ସାରିଛନ୍ତି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

5 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

6 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

7 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

7 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

8 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

9 hours ago