ଟିଭିର ସବୁଠାରୁ ବିବାଦିତ ଏବଂ ହାଇଏଷ୍ଟ ଟିଆରପି ରିୟଲିଟି ଶୋ ‘ବିଗ ବସ୍ ୧୩’ର ସିଜନ ଜଲଦି ରିଲିଜ୍ ହେବାକୁ ଯାଉଛି। ଏଥିର ବିଗବସ୍ ଘରେ ବହୁତ କିଛି ନୁଆ ଦେଖିବାକୁ ମିଳିବ। ସିଜନର ଲଞ୍ଚ ପାଇଁ ବି ଗ୍ରାଣ୍ଡ ପ୍ରସ୍ତୁତି ହେଉଛି। ନିକଟର ବିଗ ବସର ନୂଆ ଆଲିସାନ ଘରକୁ ଦେଖିବା ପାଇଁ ବଲିଉଡର ଦୁଇ ବଡ ଷ୍ଟାର ସଲମାନ ଖାନ୍ ଏବଂ ମାଧୁରୀ ଦିକ୍ଷୀତ ପହଁଚିଥିଲେ। ଏହି ସମୟରେ ବିଗ ବସ ସେଟକୁ ଏମିତି ସଜ୍ଜିତ କରାଯାଇଥିଲା ଯେ ଦର୍ଶକ ଏହାକୁ ଦେଖିଲେ ପୁରୁଣା ଦିନକୁ ମନେ ପକାଇବେ।
ମାଧୁରୀ ଏବଂ ସଲମାନ ‘ହମ ଆପ କେ ହେ କୌନ’ରେ ପ୍ରେମ ଏବଂ ନିସା ଅନ୍ଦାଜରେ ଦୁହିଁଙ୍କ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ମାଧୁରୀ ନିଜର ରିୟଲିଟୀ ଶୋ ‘ଡ୍ୟାନ୍ସ ଦିଓ୍ଵାନୀ’ର ମଧ୍ୟ ପ୍ରମୋସନ କରିଥିଲେ। ଯାହାର ଗ୍ରାଣ୍ଡ ଫିନାଲେ ଆଜି ରହିଛି।
ଦେଖନ୍ତୁ ଭିଡିଓ
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…