Categories: ମନୋରଂଜନ

ପର୍ପଲ ସୁଟ୍‌ରେ ସପ୍‌ନା ଚୌଧୁରୀଙ୍କ ଡ୍ୟାନ୍ସ ଦେଖି ଦର୍ଶକେ ହରାଇଲେ ନିୟନ୍ତ୍ରଣ, କିଛି ମିନିଟ୍‌ରେ ଭିଡିଓ ହେଲା ଭାଇରାଲ

‘ତେରୀ ଆଖଁକା ୟୋ କାଜଲ, ମନେ କରେ ସେ ଗୋ ଘାୟଲ’ ଗୀତରେ ଡ୍ୟାନ୍ସ କରି ରାତାରାତି ଲାଇମଲାଇଟ୍‌କୁ ଆସିଥିଲେ ସପ୍‌ନା। ତା’ ପରେ ବିଗ୍‌ବସ୍‌ ତାଙ୍କୁ ଇଣ୍ଡଷ୍ଟ୍ରୀରେ ପରିଚିତ କରାଇଥିଲା। ସପ୍‌ନା ଚୌଧୁରୀ ହରିଆଣା ଇଣ୍ଡଷ୍ଟ୍ରୀର ଜଣାଶୁଣା ସେଲିବ୍ରିଟି। ସପ୍‌ନାଙ୍କ ଠୁମକାରେ ସମସ୍ତେ ପାଗଳ। ସବୁବେଳେ ନିଜର ସେକ୍ସି ଏବଂ ହଟ୍‌ ଡ୍ୟାନ୍ସ କରି ଦର୍ଶକଙ୍କୁ ପ୍ରାୟତ ପାଗଳ କରିଦିଅନ୍ତି ସପ୍‌ନା। ସବୁବେଳେ ତାଙ୍କର କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ନିକଟରେ ଏକ ଇଭେଣ୍ଟରେ ସପ୍‌ନା ପହଞ୍ଚିଥିଲେ। ଷ୍ଟେଜରେ ପର୍ପଲ ରଙ୍ଗର ସୁଟ୍‌ ପିନ୍ଧି ଡ୍ୟାନ୍ସ କରିଥିଲେ। ତାଙ୍କ ଡ୍ୟାନ୍ସରେ ଦର୍ଶକ ଏମିତି ଝୁମିଥିଲେ ଯେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ।। ଯାହାର ଭିଡିଓ କିଛିମିନିଟ୍‌ରେ ଖୁବ୍‌ ଭାଇରାଲ ହୋଇଛି। ସପ୍‌ନା ନିଜର ଡ୍ୟାନ୍ସ ଭିଡିଓ ତାଙ୍କ ଫ୍ୟାନ ପେଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସୂଚନାଯୋଗ୍ୟ, ସପ୍‌ନା କେବଳ ହରିୟାଣା ନୁହେଁ, ଭୋଜପୁରୀ ଏବଂ ପଞ୍ଜାବୀ ଫିଲ୍ମରେ ନିଜର ଡ୍ୟାନ୍ସ ଜଲଓ୍ଵା ଦେଖାଇସାରିଛନ୍ତି।

Swagatika

Recent Posts

ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ରର ରୂପ, ଛାନିଆ ସମୁଦ୍ରକୂଳିଆ ବାସିନ୍ଦା

ଗଞ୍ଜାମ(କେନ୍ୟୁଜ): ସମୁଦ୍ରର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାର…

3 mins ago

ଆମେଠିରେ ବଡ଼ ଦୁର୍ଘଟଣା: ବୋଲେରୋ ଓ ବାଇକ୍‌ ଧକ୍କାରେ ୫ ମୃତ, ୬ ଆହତ

ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାଣ୍ଟା-ଟାଣ୍ଡା ରାଜପଥର ମୁନ୍‌ସିଗଞ୍ଜର…

6 mins ago

କାଲି ଶୀତଳ ଷଷ୍ଠୀ ଯାତ୍ରା, ଦେବ ଦମ୍ପତିଙ୍କ ବାହାଘର ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର (କେନ୍ୟୁଜ): କାଲି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା…

9 mins ago

ଯାଆଁଳା ଭାଇ ଶୁଭମ୍ ଓ ସତ୍ୟମ୍: ସମାନ ନମ୍ବର ରଖି ହୋଇଛନ୍ତି ଟପ୍ପର

ପୁରୀ(କେନ୍ୟୁଜ): ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ…

15 mins ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ : ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି, ନୋ ଫ୍ଲାଇଂ ଜୋନରେ ଦିଲ୍ଲୀ

ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସନ୍ଧ୍ୟା ୭.୧୫…

20 mins ago

କଲରାପତରିଆ ବାଘ ଆତଙ୍କ : ୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନବିଭାଗ

ବାଲେଶ୍ବର (କେନ୍ୟୁଜ): ଦୀର୍ଘ ୧୧ ଘଣ୍ଟାର ଉଦ୍ୟମ ପରେ ବାଘକୁ କାବୁ କଲା ବନବିଭାଗ ।  କାଲି ଦିନ ସାରା…

29 mins ago