Categories: ମନୋରଂଜନ

ରେସଲିଙ୍ଗ୍‌ ରିଙ୍ଗ୍‌ ଭିତରେ ଜବରଦସ୍ତ ଠୁମକା ଲଗାଇଲେ ସପନା ଚୌଧୁରୀ, ଥରେ ଦେଖନ୍ତୁ ଏହି ଡାନ୍ସ ଭିଡିଓ

ସପନା ଚୌଧୁରୀ ନିଜର ଦମଦାର୍‌ ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୁଣି ଆଉଥରେ ସେ ନିଜର ଡ୍ୟାନ୍ସକୁ ନେଇ ଆଲୋଚନାର ପରିସରକୁ ଆସିଛନ୍ତି । ଭୋଜପୁରୀ,ପଞ୍ଜାବୀ,ହରିୟାଣା ସିନେମା ସହିତ ବଲିଉଡରେ ଏବଂ ଟେଲିଭିଜନରେ ନିଜର ଡ୍ୟାନ୍ସକୁ ନେଇ ପରିଚୟ ଲାଭ କରିଥିବା ହରିୟାଣାର ଝିଅ ସପନା ଚୌଧୁରୀଙ୍କର ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ।

ଏହାସହ ପଢନ୍ତୁ:

ଟିକଟକ୍‌ ରେ ଭାଇରାଲ୍‌ ହେବାରେ ଲାଗିଛି ଏହି ଭିଡିଓ, ଦେଖନ୍ତୁ ଡିଜେର ତାଳେ ତାଳେ କାଦୁଅରେ କିପରି ନାଗିନ୍‌ ଡ୍ୟାନ୍ସ କରୁଛନ୍ତି ଏହି ଯୁବକ

ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି । ଭିଡିଓଟିରେ ସପନା ରିଙ୍ଗ୍‌ ଭିତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ନିଜର ଠୁମକାରେ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଦେଇଛନ୍ତି ସପନା। ବିଗବସ୍‌ ରେ ତାଙ୍କ ସହିତ ରହିଥିବା ଅର୍ସି ଖାନ୍‌ ମଧ୍ୟ ରିଙ୍ଗ୍‌ ରେ ନଜର ଆସୁଛନ୍ତି । ଗତବର୍ଷ ସପନା କୁସ୍ତି ରିଙ୍ଗରେ ଡବ୍ଳୁଡବ୍ଳୁଇ ରେସଲର ଦ ଗ୍ରେଟ୍‌ ଖଲିଙ୍କ ସହିତ ନଜର ଆସିଥିଲେ ।

ଦେଖନ୍ତୁ ଭିଡ଼ିଓ:

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

20 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

29 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

29 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago