ରେସଲିଙ୍ଗ୍ ରିଙ୍ଗ୍ ଭିତରେ ଜବରଦସ୍ତ ଠୁମକା ଲଗାଇଲେ ସପନା ଚୌଧୁରୀ, ଥରେ ଦେଖନ୍ତୁ ଏହି ଡାନ୍ସ ଭିଡିଓ
ସପନା ଚୌଧୁରୀ ନିଜର ଦମଦାର୍ ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୁଣି ଆଉଥରେ ସେ ନିଜର ଡ୍ୟାନ୍ସକୁ ନେଇ ଆଲୋଚନାର ପରିସରକୁ ଆସିଛନ୍ତି । ଭୋଜପୁରୀ,ପଞ୍ଜାବୀ,ହରିୟାଣା ସିନେମା ସହିତ ବଲିଉଡରେ ଏବଂ ଟେଲିଭିଜନରେ ନିଜର ଡ୍ୟାନ୍ସକୁ ନେଇ ପରିଚୟ ଲାଭ କରିଥିବା ହରିୟାଣାର ଝିଅ ସପନା ଚୌଧୁରୀଙ୍କର ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଏହାସହ ପଢନ୍ତୁ:
ଟିକଟକ୍ ରେ ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ, ଦେଖନ୍ତୁ ଡିଜେର ତାଳେ ତାଳେ କାଦୁଅରେ କିପରି ନାଗିନ୍ ଡ୍ୟାନ୍ସ କରୁଛନ୍ତି ଏହି ଯୁବକ
ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି । ଭିଡିଓଟିରେ ସପନା ରିଙ୍ଗ୍ ଭିତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ନିଜର ଠୁମକାରେ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଦେଇଛନ୍ତି ସପନା। ବିଗବସ୍ ରେ ତାଙ୍କ ସହିତ ରହିଥିବା ଅର୍ସି ଖାନ୍ ମଧ୍ୟ ରିଙ୍ଗ୍ ରେ ନଜର ଆସୁଛନ୍ତି । ଗତବର୍ଷ ସପନା କୁସ୍ତି ରିଙ୍ଗରେ ଡବ୍ଳୁଡବ୍ଳୁଇ ରେସଲର ଦ ଗ୍ରେଟ୍ ଖଲିଙ୍କ ସହିତ ନଜର ଆସିଥିଲେ ।
ଦେଖନ୍ତୁ ଭିଡ଼ିଓ: