କେନ୍ୟୁଜ୍(ବ୍ୟୁରୋ): କାର୍ତ୍ତିକ ଆରୟନ ଓ କିଆରା ଆଡଭାନୀଙ୍କ ସିନେମା ସତ୍ୟପ୍ରେମ୍ କି କଥା ସିନେମା ହଲରେ ରିଲିଜ ହୋଇସାରିଛି । ଏହି ସିନେମାର ଟାଇଟଲ ପୂର୍ବରୁ ସତ୍ୟନାରାୟଣ କି କଥା ରଖାଯାଇଥିଲା । ପରେ ଏହାର ନା ପରିବର୍ତ୍ତନ କରାଯାଇ ସତ୍ୟପ୍ରେମ କି କଥା କରାଯାଇଛି । ଏହା ଏକ ରୋମାଟିଂ ସିନେମା । ଏଥିରେ ଡ୍ୟାନ୍ସ, ଡ୍ରାମା ସହ ଭରପୁର ମାତ୍ରାରେ ଆକସନ ଦେଖିବାକୁ ମିଳିବ ।
ଏଥିରେ କାର୍ତ୍ତିକ ସତ୍ୟପ୍ରେମ ଭୂମିକାରେ ନଜର ଆସିଛନ୍ତି ଓ କିଆରା କଥା ଭୂମିକାରେ । ସତ୍ୟପ୍ରେମ କଥାଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ସେ ବାହା ହେବାକୁ ଚାହୁଁଛନ୍ତି । ଏହାପରେ ସେମାନେ ବିବାହ କରୁଛନ୍ତି । ପରେ ଉଭୟ ମିଶି ଅନେକ କଠିନ ସମୟର ସାମନା କରୁଛନ୍ତି । କଥା ସତ୍ୟପ୍ରେମକୁ ଏକ ସତ ଲୁଚାଉଛି । ଯାହାକୁ ସେ କହି ପାରୁନି । ପରେ ସତ ଜଣା ପଡ଼ୁଛି ।
ଏହି ସିନେମାରେ ସୁପ୍ରିୟା ପାଠକ କପୁର, ଅନୁରାଧା ପଟେଲ, ଶିଖା ତଲସାନିଆ, ଗଜରାଜ ରାଓ, ସିଦ୍ଧାର୍ଥ ରାନ୍ଧେରିଆ, ରାଜପାଲ ୟାଦବ ଭଳି କଳାକାର ରହିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସମୀର ବିଦ୍ବାନ ।
ଏହି ସିନେମା ଏହାର ପ୍ରଥମ ଦିନରେ ୯ କୋଟିର ବ୍ୟବସାୟ କରିଛି । ସିନେମା ରିଲିଜର ପ୍ରଥମ ଦିନରେ କାର୍ତ୍ତିକ ସିଦ୍ଧି-ବିନାୟକଙ୍କ ମନ୍ଦିର ଦର୍ଶନ କରିଛନ୍ତି । ଏହାସହ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…