Categories: ମନୋରଂଜନ

ଓଡ଼ିଶା ଆସିଲେ ମୁହଁରେ ମାରିବୁ କାଳି, ଶାହାରୁଖଙ୍କୁ କଳିଙ୍ଗ ସେନାର ଧମକ

ଭଲ ନାହିଁ ଷ୍ଟାରଙ୍କ ଷ୍ଟାର୍ । ପ୍ରଥମେ ସଲମାନ ଆଉ ଏବେ ବଲିଉଡ୍ ବାଦଶାହାଙ୍କୁ ମିଳିଛି ଧମକ । ତେବେ ଶାହାରୁଖଙ୍କୁ ଆଉ କେହି ନୁହେଁ ଧମକ ଦେଇଛି କଳିଙ୍ଗ ସେନା । କହିଛି ଓଡ଼ିଶା ଆସିଲେ ମୁହଁରେ ମାରିବୁ କାଳି । ଆସନ୍ତା ୨୮ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ବ କପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଆସିବେ ଶାହାରୁଖ୍।

କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ କହିଛନ୍ତି ୧୭ ପୂର୍ବେ ଶାହାରୁଖ ଖାନଙ୍କ ଫିଲ୍ମ ଅଶୋକା ରିଲିଜ୍ ହୋଇଥିଲା । ଯେଉଁଥିରେ କଳିଙ୍ଗକୁ ଅପମାନ କରାଯାଇଥିଲା ବିରୋଧ ଯୋଗୁଁ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଓଡ଼ିଶାର ସମସ୍ତ ହଲରୁ ଫିଲ୍ମ ହଟାଇ ଦିଆଯାଇଥିଲା ।

ୱର୍ଲ୍ଡ କପର ଅଫିସିଆଲ୍ ଅନ୍ଥେମରେ ଏ.ଆର ରେହମାନ ଏବଂ ଶାହାରୁଖ ନଜର ଆସିସାରିଛନ୍ତି । ଆସନ୍ତା ୨୭ ତାରିଖରେ ହେବ ମ୍ୟାଚର ଉଦଘାଟନୀ ଉତ୍ସବ । ଆଜି ରେହମାନ୍ ଭୁବନେଶ୍ବରରେ ଆସି ପହଂଚିସାରିଥିବା ବେଳେ ଶାହାରୁଖ୍ ଆସିବା ପୂର୍ବରୁ ଏପର ଧମକ ଦେଇଛି କଳିଙ୍ଗ ସେନା । ଯାହା ଏବେ ପାଲଟିଛି ଚିନ୍ତାର କାରଣ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago