ମନୋରଂଜନ

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ସିବିଆଇ ଆଗରେ ଓଗାଳିଲେ ସବୁ ସତ, କହିଲେ ‘ମୁଁ ଜାଣିଥିଲି ସୁଶାନ୍ତଙ୍କ ଘରକୁ ପ୍ରତିଦିନ…’

ସିବିଆଇ ଟିମ୍‌ ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ସହିତ ଜଡିତ ସମସ୍ତଙ୍କ ଲୋକଙ୍କୁ ଲଗାତାର ପଚରାଉଚରା କରୁଛି। ସିବିଆଇ ହାତରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଲାଗିଛି। ଇଡି ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ସିବିଆଇ ପଚରାଉଚରା ଆରମ୍ଭ କରିଦେଇଛି। ସୂଚନା ମୁତାବକ, ସିବିଆଇର କିଛି ପ୍ରଶ୍ନ ଶୁଣି ଶ୍ରୁତି ମୋଦି ଭାଙ୍ଗିପଡିଛନ୍ତି ଏବଂ ନିଜ କୋହକୁ ନ ସମ୍ଭାଳିପାରି ସବୁ ରାଜ୍‌ର ଖୁଲାସା କରିଛନ୍ତି।

ଶ୍ରୁତି କହିଛନ୍ତି, ସୁଶାନ୍ତଙ୍କ ଘରୁ ପ୍ରାୟତଃ ସବୁବେଳେ ଧଳା ରଙ୍ଗର ଏକ ପ୍ୟାକେଟ ଆସୁଥିଲା। ଆଉ ମୁଁ ସେହି ପ୍ୟାକେଟକୁ ରିସିଭ କରୁଥିଲି। ଏହି ପ୍ୟାକେଟ ବିଷୟରେ ପଚାରିବାରୁ ମୁଁ ପଚାରିବାରୁ ମୋତେ କୁହାଯାଇଥିଲା କି, ଏହା ପ୍ରିମିୟମ ଟବାକୋ। ଯାହା ପରେ ଏଥିରେ ଡ୍ରଗ୍ସ ଥିବା ଖବର ଜାଣିବା ପରେ ମୁଁ ସୁଶାନ୍ତଙ୍କ ଘରେ କାମ କରିବାକୁ ମନା କରିଦେଇଥିଲି।

ଶ୍ରୁତି ସୁଶାନ୍ତଙ୍କ ଘରେ ଜୁଲାଇ ୨୦୧୯ରୁ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ କାମ କରିଥିଲେ। କିନ୍ତୁ ଫେବୃଆରୀରେ ରିୟା ଶ୍ରୁତିଙ୍କୁ କାମ କରିବାକୁ ମନା କରିଦେଇଥିଲେ। କିନ୍ତୁ ପୂର୍ବରୁ ରିୟା ନିଜ ବୟାନରେ କହିଥିଲେ କି, ଶ୍ରୁତିଙ୍କ ଗୋଡରେ ଆଘାତ ଲାଗିବାରୁ ତାଙ୍କୁ ଛୁଟିରେ ପଠାଇଦିଆଯାଇଥିଲା । ତା’ ପରେ ହିଁ ଦିଶା ସାଲିୟାନଙ୍କୁ ସୁଶାନ୍ତଙ୍କ ଦାୟିତ୍ୱ ଦିଆଯାଇଥିଲା। ଏବେ ଶ୍ରୁତିଙ୍କ ବୟାନକୁ ନେଇ ସିବିଆଇ ତଦନ୍ତ ଆହୁରି ଅଧିକ ମଜବୁତ ପ୍ରମାଣ ମିଳିଯାଇଛି।

Swagatika

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

11 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

30 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

46 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

55 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago