Categories: ମନୋରଂଜନ

bigg boss ହାଉସରେ ଅଚାନକ ରୋମାନ୍ସ କଲେ ସିର୍ଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ? ଘର ଲୋକଙ୍କ ସମେତ ଦର୍ଶକ ବି ଆଶ୍ଚର୍ଯ୍ୟ , ଦେଖନ୍ତୁ ଭିଡିଓ

ବିଗବସ୍‌ ହାଉସରେଏହି ସପ୍ତାହରେ ଏକ ନୂଆ ଏବଂ ରୋମାଞ୍ଚକ ମୋଡ ଦେଖିବାକୁ ମିଳିଲା। ଆପଣ ଯଦି ବିଗବସର ଫ୍ୟାନ ତେବେ ଆପଣ ଦେଖିଥିବେ ଶୋ ଆରମ୍ଭ ହେବାରୁ ହିଁ ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମିଙ୍କ ସର୍ପ ନକୁଳ ଶତୃତା ପରି ରହିଆସିଛନ୍ତି। ଏମାନଙ୍କର ଦୋସ୍ତି ପାଇଁ ବିଗ ବସ୍‌ ଦୁହିଁଙ୍କୁ ଏକ ଖାସ୍‌ ଟାସ୍କ ଦେଇଛନ୍ତି।

ସିଦ୍ଦାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇଙ୍କୁ ’ଦିଲ ସେ ଦିଲ ତକ୍‌’ ଟିଭି ଶୋରେ ଆପଣ ହାବି କପଲ ଭାବରେ ଦେଖିଥିବେ। ଏମାନଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ। ଏହି ଟିଭି ଶୋରେ ଥିବା ଏକ ରୋମାଣ୍ଟିକ ପ୍ରମୋକୁ ଲୋକମାନେ ଖୁବ ଲାଇକ୍‌ କରିଥିଲେ। ଏବେ ବିଗବସ୍‌ ରଶ୍ମି ଏବଂ ସିଦ୍ଦାର୍ଥଙ୍କର ଏହି ରୋମାଣ୍ଟିକ ପ୍ରମୋ ଶୁଟକୁ ଘରର ସଦସ୍ୟଙ୍କୁ ଦେଖାଇଥିଲେ। ଏହାପରେ ଦୁହିଁଙ୍କ ବିିବି ହାଉସରେ ଏମିତି ପ୍ରମୋ ରିକ୍ରିଏଟ୍‌ କରିବା ପାଇଁ ଆଦେଶ ଦିଆଗଲା।

ଏବେ ପୁଣି ଥରେ ରଶ୍ମି ଏବଂ ସିଦ୍ଦାର୍ଥ ଶୁକ୍ଳା ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ଏହି ଦୁହିଁଙ୍କର ରୋମାଣ୍ଟିକ୍‌ କେମେଷ୍ଟ୍ରୀ ଦେଖି ଦର୍ଶକ ଖୁବ୍‌ ଖୁସି ହେଉଛନ୍ତି ଏବଂ ସୋସିଆଲ ମିଡିଆରେ #Sidra ଟ୍ରେଣ୍ଡ ହେବାକୁ ଲାଗିଛି। ଦର୍ଶକ କହିଛନ୍ତି ଦୁହିଁଙ୍କୁ ପୁଣିଥରେ ଏମିତି ଏକାସାଥିରେ ଦେଖିଲେ ବହୁତ ଭଲ ଲାଗୁଛି।

ଏହି ଟାସ୍କ ସମୟରେ ଘରର ଅନ୍ୟ ସଦସ୍ୟ ମଧ୍ୟ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇଙ୍କର ଝଗଡା କଲର୍ସ ଟିଭି ଶୋ ‘ଦିଲ ସେ ଦିଲ ତକ୍‌’ ସେଟରୁ ହିଁ ହୋଇଥିଲା। ଏହି ଦୁହେଁ ପୂର୍ବରୁ ଦୁହିଁଙ୍କୁ ଡେଟ୍‌ କରୁଥିଲେ କିନ୍ତୁ ପରେ ସେମାନଙ୍କ ଭିତରେ ମନାନ୍ତର ମତାନ୍ତର ହୋଇଥିଲା। ସେ ଯାହା ବି ହେଉ ନା କାହିଁକି ଏହି ଦୁହିଁଙ୍କୁ ପୁଣି ଏକାଠି ଦେଖି ଦର୍ଶକ ବହୁତ ଖୁସି ହେଉଛନ୍ତି।

Pritiparna

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

2 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

20 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

22 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

58 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago