Categories: ମନୋରଂଜନ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଭିଡ ଭିତରେ ଫସିଗଲେ ଆଶା ଭୋସଁଲେ, ସାହାର୍ଯ୍ୟ ପାଇଁ ଆଗେଇ ଆସିଲେ ଏହି କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯେଉଁ ଉତ୍ସବରେ ପ୍ରାୟ ୮ ହଜାର ଅତିଥି ସାମିଲ ହୋଇଥିଲେ ।  ବହୁ ବଲିଉଡ ସେଲିବ୍ରିଟି ମଧ୍ଯ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ମଧ୍ଯରେ  ଖ୍ୟାତନାମା ଗାୟିକା ଆଶା ଭୋସଁଲେ ମଧ୍ୟ ଯାଇଥିଲେ । ତେବେ ଶପଥ ଗ୍ରହଣ ସମାରୋହ ପରେ ସେଠାରୁ ଯିବାବେଳେ ଆଶା ସେଠାକାର ଏକ ସୁନ୍ଦର ଅନୁଭୂତିକୁ  ନିଜ  ଟ୍ବିଟର ପେଜରେ ସେୟାର କରିଛନ୍ତି । ଆଶା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ଫଟୋ ସେୟାର କରି କିଭଳି ସ୍ମୃତି ତାଙ୍କୁ ଭିଡ ଭିତରୁ ଉଦ୍ଧାର କରି ସାହାଯ୍ୟ କରିଥିଲେ ତାହାକୁ ଜଣାଇଛନ୍ତି ।

ଆଶା ଲେଖିଛନ୍ତି ଯେ, ଶପଥ ଗ୍ରହଣ ସମାରୋହ ପରେ ସେଠାରୁ ଯିବାକୁ ଲୋକଙ୍କର ଭିଡ ଲାଗିଯାଇଥିଲା । ଏହି ଭିଡ ଭିତରେ ସେ ଏକା ହୋଇଯାଇଥିଲେ କେହି ବି ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିବାବେଳେ କିନ୍ତୁ ସ୍ମୃତି ତାଙ୍କୁ ଚିନ୍ତିତ ଅବସ୍ଥାରେ ଦେଖି ତାଙ୍କ ନିକଟକୁ ଅଆସିଥିଲେ । ସେଠାରୁ ତାଙ୍କୁ ନେଇ ସୁରକ୍ଷିତ ଭାବେ ଘରେ ପହଁଚାଇଦେଇଥିଲେ । ସେ ସମସ୍ତଙ୍କ କଥା ଚିନ୍ତା କରୁଥିବାରୁ ସେ ଜିତିଥିବା ନେଇ ଆଶା କହିଛନ୍ତି ।

ଏହି ଟ୍ୱିଟ ପରେ ସ୍ମୃତି ମଧ୍ଯ ଟ୍ବିଟ୍ କରି ଆଶାଙ୍କୁ ପ୍ରଣାମ ଜଣାଇଛନ୍ତି । ତେବେ ଏହି ଟ୍ୱିଟ ପରେ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । କିଛି ୟୁଜର୍ସ ଲେଖିଛନ୍ତି, କିଭଳି ଫିଲ୍ମ ଇଣ୍ଡଷ୍ଟ୍ରି ବେଳେବେଳେ କିମ୍ବଦନ୍ତି କଳାକାରଙ୍କୁ ଅଣଦେଖା କରିଥାଏ।

Sonalisa

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

47 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago