Categories: ମନୋରଂଜନ

ସିଙ୍ଗାପୁର ମାଡାମ ତୁଷାଦରେ ସ୍ଥାନରେ ପାଇଲେ ବଲିଉଡର ମିସ୍‌ ହାଓ୍ଵା ହାଓ୍ଵାଇ

ବଲିଉଡର ସୁନ୍ଦରୀ ତଥା ମିସ୍‌ ହାଓ୍ଵାହାଓ୍ଵାଇ ସ୍ୱର୍ଗତା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ସିଙ୍ଗାପୁର ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି। ଏହି ଅବସରରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଫିଲ୍ମ ମେକର ବୋନି କପୁର, ଝିଅ ଜାହ୍ନବୀ ଏବଂ ଖୁସି ଉପସ୍ଥିତ ଥିଲେ। ଏହାଛଡା ଏହି ପ୍ରତିମୂର୍ତ୍ତି ଲଞ୍ଚ ସମୟରେ ସମଗ୍ର ଦୁନିଆରୁ ପ୍ରଶଂସକମାନେ ପଠାଇଥିବା ବାର୍ତ୍ତ ମଧ୍ୟ ଟ୍ରିବ୍ୟୁଟ ଓ୍ଵାଲରେ ପ୍ରଦର୍ଶିତ ହୋଇଥିଲା।

ଶ୍ରୀଦେବୀଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ ସମୟରେ କପୁର ପରିବାର ସମସ୍ତ ସଦସ୍ୟ ଭାବୁକ ହୋଇପଡିଥିଲେ। ଏହା ଶ୍ରୀଦେବୀଙ୍କ ପ୍ରଥମ ପ୍ରତିମୂର୍ତ୍ତି ଯାହା, ମାଡାମ ତୁଷାଦରେ ସ୍ଥାନ ପାଇଛି। ବଲିଉଡର ଅନେକ ସେଲିବ୍ରିଟଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ପୂର୍ବରୁ ସ୍ଥାନ ପାଇଥିବା ବେଳେ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ଏବେ ସ୍ଥାନ ପାଇଛି। ଶ୍ରୀଦେବୀଙ୍କ ଏହି ମହମ ପ୍ରତିମୂର୍ତ୍ତି ଫିଲ୍ମ ‘ମିଷ୍ଟର ଇଣ୍ଡିଆ ଏବଂ ହାଓ୍ଵାହାଓ୍ଵାଇ’ ଲୁକ ଉପରେ ଆଧାରିତ।

ବୋନି କପୁର ଏହି ମହମ ପ୍ରତିମୂର୍ତ୍ତି ଶେୟାର କରି ଲେଖିଛନ୍ତି , ‘ଶ୍ରୀଦେବୀ ସବୁବେଳେ ଆମ ଭିତରେ ରହିବେ, କେବଳ ଆମ ହୃଦୟରେ ଦୁହେଁ ବରଂ ଲକ୍ଷଲକ୍ଷ ଫ୍ୟାନମାନଙ୍କ ହୃଦୟରେ ସବୁବେଳେ ରହିଥିବେ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

38 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

53 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago