Categories: ମନୋରଂଜନ

କିପରି ସଲମାନ ଖାନ୍‌ ଏବଂ ଶିଳ୍ପା ସେଟ୍ଟୀ କରୁଛନ୍ତି ଗଣେଶ ବିସର୍ଜନ, ଦେଖନ୍ତୁ ଏହି ସାନଦାର ଭିଡିଓ

ବଲିଉଡରେ ଗଣପତି ଉତ୍ସବ ଖୁବ୍‌ ଧୂମଧାମରେ ପାଳନ କରାଯାଇଥାଏ। ଖୁବ୍‌ ଆନନ୍ଦ ଉଲ୍ଲାସର ସହ ଗଣପତି ବାପାଙ୍କୁ ସ୍ୱାଗତ କରିବା ପରେ ଢୋଲ ବଜାଇ ଡ୍ୟାନ୍ସ କରି ଗଜାନନଙ୍କୁ ବିଦାୟ ଦେଇଥାନ୍ତି। ଚଳିତ ବର୍ଷ ସୁପରଷ୍ଟାର ସଲମାନ ଖାନ୍‌ ଙ୍କ ଭଉଣୀ ଅର୍ପିତା ଖାନ୍‌ ଙ୍କ ଘରେ ମଧ୍ୟ ଖୁବ୍‌ ଜେରସୋର୍‌ ରେ ଗଣପତି ବାପାଙ୍କୁ ସ୍ୱାଗତ କରାଯାଇଥିଲା। ଗତ ମଙ୍ଗଳବାର ଦିନ ଅର୍ପିତା ଗଜାନନଙ୍କୁ ବିଦାୟ ଦେଇଛନ୍ତି। ଏହି ଅବସରରେ ଭାଇଜାନ ସଲମାନ ଖାନ୍‌ ଦେଶୀ ଷ୍ଟାଇଲରେ ଡ୍ୟାନ୍ସ କରିବାର ନଜର ମଧ୍ୟ ଆସିଛନ୍ତି।

ରିପୋର୍ଟ ଅନୁଯାୟୀ ଅର୍ପିତା ଖାନ୍‌ ଗଣେଶ ବିସର୍ଜନ କରିବାର ଅନେକ ଭିଡିଓ ଭାଇରାଲ ହେବା ପରେ ଗୋଟିଏ ଭିଡିଓରେ ସଲମାନ ନିଜର ଭଣଜା ଆହିଲଙ୍କୁ ଧରି ଗଣପତିଙ୍କ ପୂଜା କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଖାନ୍‌ ପରିବାର ଅନ୍ୟ ସଦସ୍ୟମାନେ ନଜର ଆସିବା ସହ ବଲିଉଡର ଅନେକ କଳାକାରମାନେ ମଧ୍ୟ ନଜର ଆସିଛନ୍ତି।

ଦେଖନ୍ତୁ ଏହି ଭିଡିଓ :

ଏହାସହ ପଢନ୍ତୁ: ୧୮ ଦିନରେ ୯ ଶହ କିଲୋମିଟର! ଜାଣନ୍ତୁ ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାରଙ୍କ ପାଇଁ ଏମିତି କ’ଣ କଲେ ତାଙ୍କର ଏହି…

ସେହିପରି ବଲିଉଡର ସୁପରଷ୍ଟାର ଶିଳ୍ପା ସେଟ୍ଟୀ ମଧ୍ୟ ଚଳିତ ବର୍ଷ ଗଣେଶ ଚତୁର୍ଥୀ ଦିନ ଖୁବ୍‌ ଧୂମଧାମରେ ଗଣପତି ବାପାଙ୍କୁ ନିଜ ଘରକୁ ସ୍ୱାଗତ କରିବା ସହ ଗତ ମଙ୍ଗଳବାର ଦିନ ଗଜାନନଙ୍କୁ ବିସର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଶିଳ୍ପା ନିଜ ପରିବାର ସଦସ୍ୟଙ୍କ ସହ ଗଣେଶ ବିସର୍ଜନ କରିବାର ଅନେକ ଫଟୋ ଭାଇରାଲ ହୋଇଛି। ଏହି ଅବସରରେ ଶିଳ୍ପା ଟ୍ରାଡିସନାଲ ଲୁକ୍‌ ରେ ନଜର ଆସିଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ସେଟ୍ଟୀ ଚଳିତ ବର୍ଷ ଖୁବ୍‌ ଧୂମଧାମରେ ଗଣପତିଙ୍କ ସ୍ୱାଗତ କରିବା ସହ ପୁରା ବିଧି-ବିଧାନର ସହ ଭଗବାନଙ୍କ ପୂଜା ଅର୍ଚ୍ଚନା କରି ବିସର୍ଜନ କରିଛନ୍ତି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

30 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

45 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

60 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago