ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଶୁଣିବା ପରେ ଲୋକଙ୍କୁ ଯେମିତି ଝଟକା ଲାଗିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସୁଶାନ୍ତ ଏପରି ଏକ ଚରମ ନିଷ୍ପତ୍ତି ନେଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି। ତେବେ ମୁମ୍ବାଇ ପୋଲିସ ଯାଞ୍ଚରେ ଏହା ସାମ୍ନାକୁ ଆସିଛି ଯେ ସୁଶାନ୍ତ ଏହି ପଦକ୍ଷେପ ଉଠାଇବାର ୩ ଦିନ ପୂର୍ବରୁ ନିଜ କରୁଥିବା ସବୁ କର୍ମଚାରୀଙ୍କୁ ଦରମା ଏବଂ ସବୁ ପେମେଣ୍ଟ କ୍ଲିୟର କରିଦେଇଥିଲେ।
ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସୁଶାନ୍ତଙ୍କ ଜଣେ ମ୍ୟାନେଜର ପୋଲିସଙ୍କୁ ଜଣାଇଥିଲେ ଯେ ସେ ଏକ୍ସ-ମ୍ୟାନେଜର ଦିଶାଙ୍କ ସହିତ େଓ୍ଵବ ସିରିଜରେ ରୋଲ କରିବା ପାଇଁ ଟଚରେ ଥିଲେ। କିନ୍ତୁ ଏଥିରେ କିଛି ଖାସ୍ କଥା ଜଣାପଡିନାହିଁ। ରିପୋର୍ଟ ଅନୁଯାୟୀ ସୁଶାନ୍ତ ଏବଂ ଦିଶା ହ୍ଵାଟସଅପରେ ମାର୍ଚ୍ଚରେ ହିଁ କଣ୍ଟ୍ରାକ୍ଟ କରିଥିଲେ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…