Categories: ମନୋରଂଜନ

ଏହି ବଲିଉଡ୍‌ ଆକ୍ଟ୍ରେସ୍‌ ବିଚ୍‌ ନିକଟରେ ଝିଅ ମାନଙ୍କ ସହିତ କଲେ ଯୋଗ, ଭିଡିଓ ସେୟାର କରି କହିଲେ ଚିହ୍ନନ୍ତୁ ମୁଁ କିଏ?

ବଲିଉଡ୍‌ ଆକ୍ଟ୍ରେସ୍‌ ସୁସ୍ମିତା ସେନ୍‌ ନିକଟରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ,ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସୁସ୍ମିତା ନିଜର ଝିଅ ମାନଙ୍କ ସହିତ ବିଚ୍‌ ନକଟରେ ଚକ୍ରାସନ କରୁଥିବାର ନଜର ଆସିଥିଲେ । ସୁସ୍ମିତା ନିଜର ଫିଟନେସକୁ ନେଇ ବହୁତ ସତର୍କ ରହିଥାନ୍ତି । ପ୍ରାୟତଃ ଆକ୍ଟ୍ରେସ୍‌ ନିଜର ସୋସିଆଲ ମିଡିଆରେ ଏକ୍ସରସାଇଜର ଭିଡିଓ ପୋଷ୍ଟ କରିଥାଆନ୍ତି । ଏବେ ସୁସ୍ମିତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ସୁସ୍ମିତା ସେନ୍‌ ନିଜର ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଏହା ବହୁତ ସୁନ୍ଦର ହୋଇଛି ନା, ନିଜ ଝିଅ ମାନଙ୍କ ସହିତ ଚକ୍ରାସନ କରୁଛି। ଚିହ୍ନନ୍ତୁ ଏମାନଙ୍କ ଭିତରୁ ମୁଁ କିଏ । ସୁସ୍ମିତା ସେନଙ୍କର ଏହି ଭିଡିଓରେ ଫ୍ୟାନ୍ସ ଖୁବ କମେଣ୍ଟ କରିଛନ୍ତି ଏବଂ ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରୁଛନ୍ତି । ଆକ୍ଟ୍ରେସ୍‌ ସୁସ୍ମିତା ସେନ୍‌ ବର୍ତ୍ତମାନ ମାଳଦ୍ୱୀପରେ ନିଜ ଝିଅ ମାନଙ୍କ ସହିତ ଛୁଟି କଟାଉଛନ୍ତି ।

ଏହା ସହ ପଢନ୍ତୁ:

ଇଣ୍ଟରନେଟରେ ଅଜୟ ଦେବଗନଙ୍କ ପୁଅ ୟୁଗ୍‌ କୁ ନେଇ ଚର୍ଚ୍ଚା, ଏହି ଖାସ୍‌ କାରଣରୁ ପୁରା ବଲିଉଡ୍‌ ଜଣାଉଛି ଶୁଭେଚ୍ଛା

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago