ସୁସ୍ମିତା ସେନା ୱେବ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ଆର୍ଯ୍ୟା’ ସିରିଜକୁ ଜବରଦସ୍ତ ରେସପନ୍ସ ମିଳିବା ପରେ ପୁଣି ଏହି ସିରିଜ ଫେରୁଛି। ଖବର ମୁତାବକ, ଏହି ନୂଆ ସିରିଜରେ ସୁସ୍ମିତା ସେନ ନଜର ଆସିବେ। ଆଉ ଏହାର ସୁଟିଂ ପାଇଁ ସୁସ୍ମିତା ଦୁବାଇ ଯାଇଛନ୍ତି।
ସୂଚନା ମୁତାବକ, ସିରିଜ ‘ଆର୍ଯ୍ୟା ୨’ ସୁଟିଂ ପାଇଁ ଦୁବାଇର ବତୋର ଲୋକେସନକୁ ସିଲେକ୍ଟ କରାଯାଇଛି। ସିରିଜର ଅଧିକାଂଶ ଭାଗ ଦୁବାଇରେ ସୁଟିଂ ହେବାର ରହିଛି। ନଭେମ୍ବରରେ ହିଁ ଏହି ସିରିଜର ସୁଟିଂ ଆରମ୍ଭ ହେବ। କେବଳ ଦୁବାଇ ନୁହେଁ ଏହା ଭାରତର ଅନେକ ସ୍ଥାନରେ ସୁଟିଂ ହେବ ବୋଲି ଖବର ରହିଛି।
ଏହି ସିରିଜର ନିର୍ଦ୍ଦେଶନା ରାମ ମାଘବାନୀ, ସନ୍ଦୀପ ମୋଦି ଏବଂ ବିନୋଦ ରାଓ୍ଵତ କରୁଛନ୍ତି। ପ୍ରଥମ ସିଜିନ ଏମାନଙ୍କ ଯୋଗୁଁ ସୁପରହିଟ୍ ରହିଥିଲା। ପୂର୍ବ ସିଜିନରେ ନମିତ ଦାସ, ଚନ୍ଦ୍ରଚୂଡ ସିଂ ଏବଂ ସିକନ୍ଦର ଖେର ଭଲ କାମ କରିଥିଲେ। କିନ୍ତୁ ନୂଆ ସିଜିନର ଷ୍ଟାରକାଷ୍ଟକୁ ନେଇ କିଛି କୁହାଯାଇନାହିଁ। ଏଥିରେ ସୁସ୍ମିତାଙ୍କ ସହିତ କିଏ ନଜର ଆସିବେ, ତାହା ଜଣାପଡିନାହିଁ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…