ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ, ଚାଲିଛି ଜୋର ସୋରରେ ପ୍ରସ୍ତୁତି

ସୁସ୍ମିତା ସେନା ୱେବ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ଆର୍ଯ୍ୟା’ ସିରିଜକୁ ଜବରଦସ୍ତ ରେସପନ୍ସ ମିଳିବା ପରେ ପୁଣି ଏହି ସିରିଜ ଫେରୁଛି। ଖବର ମୁତାବକ, ଏହି ନୂଆ ସିରିଜରେ ସୁସ୍ମିତା ସେନ ନଜର ଆସିବେ। ଆଉ ଏହାର ସୁଟିଂ ପାଇଁ ସୁସ୍ମିତା ଦୁବାଇ ଯାଇଛନ୍ତି।

ସୂଚନା ମୁତାବକ, ସିରିଜ ‘ଆର୍ଯ୍ୟା ୨’ ସୁଟିଂ ପାଇଁ ଦୁବାଇର ବତୋର ଲୋକେସନକୁ ସିଲେକ୍ଟ କରାଯାଇଛି। ସିରିଜର ଅଧିକାଂଶ ଭାଗ ଦୁବାଇରେ ସୁଟିଂ ହେବାର ରହିଛି। ନଭେମ୍ବରରେ ହିଁ ଏହି ସିରିଜର ସୁଟିଂ ଆରମ୍ଭ ହେବ। କେବଳ ଦୁବାଇ ନୁହେଁ ଏହା ଭାରତର ଅନେକ ସ୍ଥାନରେ ସୁଟିଂ ହେବ ବୋଲି ଖବର ରହିଛି।

 

View this post on Instagram

 

#saved #cherished 😍🙏❤️ when a teacher speaks, a student MUST listen…only way to learn @sandeipm 😊🤗👍 YOU ARE MINDBLOWING in the power of expression, your clarity made all our performances in Aarya, consistent & real!!! 👏❤️It is without a bias, an enriching experience for any actor to be directed by you!!!👊 Thank you Mr. Modi for Co Creating Aarya…without your belief, this day would not be possible!!! I love you beyond!!! 😁🤗❤️ To many more…”We have a Scene” 👊😁👏💃🏻❤️ #yours #Aarya Repost @sandeipm with @make_repost ・・・ #MemoriesOfAarya I don’t know actually how does one judge an actor or a star. Some say its the energy that they command, that they have a persona that rides above everything, they are great orators, they command a conversation. But as i look back at #Aarya, i realize i have had the privilege of working with an actor and a star of human being called Sushmita Sen who does exactly the opposite and yet stands tall. Sushmita Sen listens. She hears as keenly as if i have the wisdom on my side, absorbs each word as if it carries its weight in gold and then with the grace and poise walks off nodding in front of camera and says “Watch this Sir, you will have it” And she is always right. Thank you Sush. For this immense respect for a young director with a one film experience and a show-runner / co-creator with none. Thank you Sush for making me a better director, but most importantly for teaching me that greatness lies in not what you say but how you listen. Thank you for the learning maam. I am a Fan. Love Sandeep #BTSAarya #Aarya @officialrmfilms @sushmitasen47

A post shared by Sushmita Sen (@sushmitasen47) on

ଏହି ସିରିଜର ନିର୍ଦ୍ଦେଶନା ରାମ ମାଘବାନୀ, ସନ୍ଦୀପ ମୋଦି ଏବଂ ବିନୋଦ ରାଓ୍ଵତ କରୁଛନ୍ତି। ପ୍ରଥମ ସିଜିନ ଏମାନଙ୍କ ଯୋଗୁଁ ସୁପରହିଟ୍‌ ରହିଥିଲା। ପୂର୍ବ ସିଜିନରେ ନମିତ ଦାସ, ଚନ୍ଦ୍ରଚୂଡ ସିଂ ଏବଂ ସିକନ୍ଦର ଖେର ଭଲ କାମ କରିଥିଲେ। କିନ୍ତୁ ନୂଆ ସିଜିନର ଷ୍ଟାରକାଷ୍ଟକୁ ନେଇ କିଛି କୁହାଯାଇନାହିଁ। ଏଥିରେ ସୁସ୍ମିତାଙ୍କ ସହିତ କିଏ ନଜର ଆସିବେ, ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.