ମନୋରଂଜନ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌, ମେସେଜ୍‌ ସେୟାର କରି ଫ୍ୟାନ୍‌ଙ୍କୁ କଲେ ସତର୍କ

ଦୀର୍ଘ ଦିନ ହେବ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହେଉଥିବା ଦେଖିବାକୁ ମିଳୁଛି। ଏବେ ଏହି ତାଲିକାରେ ଅଭିନେତ୍ରୀ ତବୁ ବି ସାମିଲ ହୋଇଛନ୍ତି। ତବୁଙ୍କ ଆକାଉଣ୍ଟ ବି ହ୍ୟାକ୍‌ ହୋଇଛି। ଏନେଇ ତବୁ ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ତବୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏନେଇ ସୂଚନା ଦେଇ ସମସ୍ତ ଫଲୋୟର୍ସ ଓ ଫ୍ୟାନ୍‌ଙ୍କୁ ସତର୍କ କରିଛନ୍ତି।

ତବୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ସମସ୍ତ ଫଲୋୟର୍ସଙ୍କ ପାଇଁ ଏକ ମେସେଜ୍‌ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ହ୍ୟାକ୍‌ ଆଲର୍ଟ, ମୋ ଆକାଉଣ୍ଟ ହ୍ୟାକ୍‌ କରିଦିଆଯାଇଛି। ଦୟା କରି ମୋ ଆକାଉଣ୍ଟରେ ସେୟାର କରାଯାଇଥିବା କୌଣସି ଲିଙ୍କ୍‌ କ୍ଲିକ୍‌ କରନ୍ତୁ ନାହିଁ।

Photo Credit: instagram/tabu

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସୁସ୍ମିତା ସେନ୍‌ଙ୍କ ଝିଅର ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇଥିଲା। ସେତେବେଳେ ସୁସ୍ମିତା ମେସେଜ୍‌ ସେୟାର କରି କହିଥିଲେ, କିଛି ମୁର୍ଖ ଲୋକ ତାଙ୍କ ଝିଅ ରିନୀଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଦେଇଛନ୍ତି। ସେ ତାହାର ସ୍କି୍ରନ୍‌ ସର୍ଟ ନିଜ ପେଜ୍‌ରେ ସେୟାର କରି ଲେଖିଥିଲେ, ‘ହ୍ୟାକ୍‌ଡ। ଦୟାକରି ଧ୍ୟାନ ଦିଅନ୍ତୁ। ମୋ ଝିଅ ରିନୀର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌ କରାଯାଇଛି। ଆକାଉଣ୍ଟ ହ୍ୟାକ୍‌ କରିଥିବା ଲୋକଙ୍କ ନିମ୍ନ ଚିନ୍ତାଧାରା ପାଇଁ ମତେ ଖରାପ ଲାଗୁଛି’। ତେବେ ସୁସ୍ମିତାଙ୍କ ବ୍ୟତୀତ ଈଶା ଦେଓଲ ଓ ଫରାହ ଖାନ୍‌ ମଧ୍ୟ ଏଭଳି ମେସେଜ୍‌ କରିଥିବା ଦେଖିବାକୁ ମିଳିଥିଲା।

WCW 11

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

11 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

21 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago