Categories: ମନୋରଂଜନ

ଲୋକପ୍ରିୟତାରେ ସମସ୍ତଙ୍କୁ ଟପିଗଲେ କରୀନାଙ୍କ ଲାଡଲା, ଡଲ୍ ପରେ ଏବେ ମାର୍କେଟକୁ ଆସିଲା ତୈମୁର୍ ବିସ୍କୁଟ୍

ଲୋକପ୍ରିୟତାରେ ମା’ କରୀନା ଏବଂ ବାପା ସୈଫଙ୍କୁ ଟପିଗଲେଣି ତୈମୁର୍ । ଯେବେଠାରୁ ତୈମୁରଙ୍କ ଜନ୍ମ ହୋଇଛି ସେବେଠାରୁ ଲଗାତାର ହେଡଲାଇନ୍ ହୋଇ ରହିଛନ୍ତି । ଲୋକପ୍ରିୟତା ଏତେ ବଢିଯାଇଛି ଯେ ନିକଟରେ ତୈମୁରଙ୍କ ଡଲ୍ ମାର୍କେଟକୁ ଆସିଥିଲା । ଏବେ ତୈମୁର ନାଁରେ ବିସ୍କୁଟ୍ ମଧ୍ୟ ଆସିଗଲାଣି ।

କଷ୍ଟମାଇଜ୍ କୁକିଜ୍ ତିଆରି କରୁଥିବା ଏକ ବେକରୀରେ ତୈମୁର୍ ନାଁରେ ବିସ୍କୁଟ୍ ମଧ୍ୟ ମିଳୁଛି ।ଏହି ବେକରୀ ନିକଟରେ ଏକ ଆୱାର୍ଡ ଫଙ୍କସନରେ ଆସିଥିବା ଅତିଥିଙ୍କୁ ଏହି ତୈମୁର୍ କୁକିଜ୍ ମଧ୍ୟ ଗିଫ୍ଟ କରିଥିଲେ ।

ମିଡଆର ଡାର୍ଲିଂ ତୈମୁରଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ଖୁବ୍ । ତେଣୁ ତୈମୁରଙ୍କର ସମସ୍ତ ଫଟୋ ଏବଂ ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ୍ ହୋଇଯାଏ । କେବଳ ସେତିକି ନୁହେଁ ଏକ ଚାଟ୍ ସୋରେ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଖୁଲାସା କରିଥିଲେ ଯେ ତୈମୁରଙ୍କ ଫଟୋର ମୂଲ୍ୟ ଅନ୍ୟ ଲୋକପ୍ରିୟ ଷ୍ଟାରଙ୍କଠୁ ମଧ୍ୟ ଅଧିକ ।

ୟାହୁ ଯେତେବେଳେ ସବୁଠାରୁ ଚର୍ଚ୍ଚିତ ଭାରତୀୟଙ୍କ ତାଲିକା ଜାରି କରିଥିଲା ସେଥିରେ ଦୁଇ ବର୍ଷର ତୈମୁରର ନାଁ ମଧ୍ୟ ସାମିଲ୍ ଥିଲା । ଏହି ତାଲିକାରେ ପ୍ରଥମ ନାମ ମୋଦିଙ୍କର ଥିବା ବେଳେ ତୈମୁର୍ ଥିଲେ ୧୦ମ ସ୍ଥାନରେ ।

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

39 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

40 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

1 hour ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago