ମନୋରଂଜନ

ଆତ୍ମହତ୍ୟା କଲେ ଅଭିନେତା ମନମିତ, ଲକଡାଉନ ପାଇଁ ଥିଲେ ଚିନ୍ତାରେ

ମୁମ୍ବାଇ : ସବ୍ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ କାର୍ଯ୍ୟକ୍ରମ ‘ଆଦତ ସେ ମଜବୁର’ରେ ଅଭିନୟ କରିଥିବା ଅଭିନେତା ମନମିତ ଗ୍ରେୱାଲ ଆତ୍ମହତ୍ୟା କରିଛନ୍ତି। ୩୨ ବର୍ଷୀୟ ମନମିତ ଶୁକ୍ରବାର ରାତିରେ ଘରେ ଫାଶି ଲଗାଇ ଝୁଲି ପଡିଛନ୍ତି।

ମନମିତ ନିଜ ନିଜ ସ୍ତ୍ରୀଙ୍କ ସହିତ ନଭି ମୁମ୍ବାଇରେ ରହୁଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ମନମିତ ଦେଶରେ ଚାଲିଥିବା ଲକଡାଉନ ପାଇଁ ବହୁତ ଚିନ୍ତାରେ ଥିଲେ। ଲକଡାଉନ କାରଣରୁ ତାଙ୍କ ରୋଜଗାର ବିଲକୁଲ ଠପ ହୋଇଯାଇଥିଲା। ଏଥିପାଇଁ ସେ ଡିପ୍ରେସନକୁ ଚାଲିଯାଇଥିଲେ।

ଲକଡାଉନ ପାଇଁ ଆର୍ଥିକ ବୋଝ ଅଧିକ ବଢିଯାଇଥିଲା। ଏହି ସମୟରେ ମନମିତଙ୍କୁ ମିଳୁଥିବା ଛୋଟ ମୋଟ କାମ ଏବଂ ପ୍ରୋଜେକ୍ଟ ମଧ୍ୟ ବନ୍ଦ ହୋଇଗଲା। ଏମିତିରେ ମନମିତଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କ ପାଖରେ ଘର ଭଡା ଦେବା ପାଇଁ ମଧ୍ୟ ଟଙ୍କା ନଥିବା ଜଣାପଡିଛି।

Pritiparna

Recent Posts

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

6 mins ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

38 mins ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

57 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

1 hour ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

1 hour ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

1 hour ago