ମନୋରଂଜନ

ନଣ୍ଡା ହୋଇଗଲେ କି ଉର୍ଫି ! ଫଟୋ ଦେଖି ଫ୍ୟାନ୍ସ ଚକିତ

ଉର୍ଫି ଜାଭେଦ ସବୁବେଳେ ବିଭିନ୍ନ ପ୍ରକାରର ଅତରଙ୍ଗୀ ଫ୍ୟାଶନ ପାଇଁ ବେଶ୍‌ ପରିଚିତ । ପ୍ରତ୍ୟେକ ଦିନ ଅଲଗା ଅଲଗା ଜିନିଷରୁ ନୂଆ ନୂଆ ଡ୍ରେସ ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ଏବେ ପୁଣି ଏକ ନୂଆ ଲୁକରେ ଆସି ଫ୍ୟାନ୍ସଙ୍କୁ ଚକିତ କରିଛନ୍ତି । ଉର୍ଫିଙ୍କ ନୂଆ ଫଟୋ ଫ୍ୟାନ୍ସଙ୍କୁ ହତବାକ କରିଦେଇଛି ।

ଉର୍ଫି ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସଂପୂର୍ଣ୍ଣ ଭାବେ ନଣ୍ଡା ହୋଇଥିବା ନଜର ଆସିଛନ୍ତି । ଏହି ଫଟୋକୁ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରଥମ ଥର ପାଇଁ ନିଜର ସମସ୍ତ ଚୁଟିକୁ କାଟିଦେଇଛନ୍ତି । ଫଟୋରେ କାରରେ ବସି ନିଜର ଲୁକ୍‌ ସହିତ ସେଲଫି ନେଉଥିବାର ଦେଖିବାକୁ ମିଳିଛନ୍ତି ।

ଏହି ଫଟୋକୁ ଦେଖିବା ପରେ ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ବ୍ର ପ୍ରାକଙ୍କ ଭଉଣୀ । ଆଉ ଜଣେ ଲେଖିଛନ୍ତି, କ’ଣ ସତରେ ତମେ ଏମିତି କରିଛି । ଆଉ ଜଣେ କହିଛନ୍ତି, ହେ ପ୍ରଭୁ ଯେ କେମିତି ହେଲା.. ।

ଆଉ ଜଣେ ଲେଖିଛନ୍ତି… ଏଇଟା ଦେଖିବାକୁ ବାକି ଥିଲା । ଆହୁରି ଏମିତି ଅନେକ କମେଣ୍ଟ ମିଳିଛି ।

ତେବେ କେତେକ ୟୁଜର୍ସଙ୍କ କହିବା ମୁତାବକ, ଉର୍ଫି ପ୍ରକୃତରେ ନଣ୍ଡା ହୋଇନାହାନ୍ତି । ସେ କେବଳ ଫିଲଟର ଲଗାଇଛନ୍ତି । ଫଟୋକୁ ଏଡିଟ୍‌ କରାଯାଇଛି । ଫଟୋରେ ତାଙ୍କ ଚୁଟି ଦେଖିବାକୁ ମିଳିଛି । ଉର୍ଫି କେବଳ ଫିଲଟର ଲଗାଇ ଏଭଳି ଲୁକ୍‌ ଦେଇଛନ୍ତି । ତେବେ ଉର୍ଫିଙ୍କୁ ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago